ତାଜା ଖବରଦେଶ ବିଦେଶମୋର ସମୀୟା ଏକ୍ସକ୍ଲୁସିଭ

ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ରେ ବରଗଡ଼ ଜିଲ୍ଲା ବରପାଲି ରେ ପ୍ରଭାବ ।

ସ୍କୁଲ,କଲେଜ,ଦୋକନ ବଜାର ସବୁ ବନ୍ଦ୍ ।

ବରପାଲି;୧୨/୦୨(ମୋର୍ ସମିୟା) ୨୧ ନଭେମ୍ବର ୨୦୨୫ ନୂଆ ଶ୍ରମ କୋର୍ଡ ଆସବାର ପରେ ଭିନଭିନ୍ ଶ୍ରମିକ ସଙ୍ଗଠନ କରି ଆସୁଛନ୍ ବିରୋଧ । ଆର୍ ଆଜି ଶ୍ରମ କୋର୍ଡ କେ ପ୍ରତ୍ୟାହର ଦାବି ରେ ରାଜ ରାସ୍ତା କେ ଉତରିଛନ୍ ଶ୍ରମିକ । ଆଜି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ତରଫ ରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଆର୍ ଇ ବନ୍ଦ୍ ଡାକରା ରେ ବରପାଲି ଅଞ୍ଚଳ ରେ ବି ତାର କିଛି ଟା ପ୍ରଭାବ ଦେଖବାର କେ ମିଲିଛେ । ସ୍କୁଲ, କଲେଜ,ଦୋକାନ,ବଜାର,ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଇଛେ । ବସ୍ ଚଳାଚଳ ବନ୍ଦ ହେଇଥିବାର ନୁ ବସ ଷ୍ଟାଣ୍ଡ ରେ ଅନେକ ଯାତ୍ରୀ ଅସୁବିଧା ର ସାମ୍ନା କରିଥିବାର ଦେଖବାର କେ ମିଲିଥିଲା । ଇ ବନ୍ଦ କେ ଘରୋଇ ବସ୍ ମାଲିକ ସଂଘ,ଟ୍ରକ୍ ମାଲିକ ସଂଘ,ଟ୍ୟାକ୍ସି ସଂଘ,ଓକିଲ ସଂଘ, ଡ଼୍ରାଇଭର ମହା ସଙ୍ଘ, ବ୍ୟାଙ୍କ, ସରକାରୀ ବେସରକାରୀ ଅଫିସ୍ ଆର୍ ବି ଭିନଭିନ୍ ସଂଘ ଓ ସଙ୍ଗଠନ ସମର୍ଥନ କରିଛନ। ଖାଲି ଜରୁରୀ ସେବା କେ ଛାଡି ଦେଲେ ବାକିସବୁ ବନ୍ଦ୍ ଦେଖବାର କେ ମିଲିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!