
ବରଗଡ଼;୧୮/୦୨(ମୋର୍ ସମିୟା) ଫେର୍ ଥରେ ଅଶାନ୍ତ ବରଗଡ଼ ସହର । ବାରମ୍ବାର ସହର ଭିତରେ ବୁଲୁଛେ ଛୁରୀ ଭୁଜାଲି । ଗଲା କେତେ ଦିନ ଆଗରୁ ହାଟପଦା ପଡ଼ା ରେ ଭୁଜାଲି ମାଡ଼ ରେ ଦୁଇ ଜଣ ଯୁବକ ଙ୍କର ମୃତ୍ୟୁ ହେଇଥିଲା । ଆର୍ ଆଜି ଫେର ଥରେ ହାଟପଦା ରେ ବୁଲିଛେ ଛୁରା। ଜଣେ ଆହତ ହେଇଥିବାର ସୂଚନା । ଆହତ ଯୁବକ ହେଲେ ବରଗଡ଼ ର ନବକିଶୋର ଡ଼ାଙ୍ଗ । ନବକିଶୋର ଙ୍କର ଦୁକାନ ହାଟପଦା ପଡ଼ା ରେ ଅଛେ, ସେ ନିଜର ବ୍ୟବସାୟ କରବାର ସମିୟା ରେ ଦୁଇ ଜଣ ଯୁବକ ଆସି ତାହାକୁ ୧ ହଜାର ଟଙ୍କା ମାଗିଥିଲେ । ପଇସା ନାଇ ଦେବାର ନୁ କାଉଣ୍ଟର ଭିତର କେ ଢୁକି କରି ଜୋର୍ ଜବରଦସ୍ତି ପଇସା ନେବାର କେ ଚେଷ୍ଟା କରିଥିଲେ । ନବକିଶୋର ବିରୋଧ କରବାର ନୁ ତାହାକୁ ଆକ୍ରମଣ କରିଥିବାର ପୋଲିସ ପାଖେ ଅଭିଯୋଗ କରିଛନ ଆହତ ଯୁବକ । ପୋଲିସ ଜଣେ କେ ଅଟକ ରଖି ପଚରା ଉଚରା ମୁଲ କରିଛେ । ଦିନର ଦ୍ୱିପହର ରେ ବାରମ୍ବାର ଅପରାଧିକ କାର୍ଯ୍ୟକଳାପ କରି ଖୁନମଖୁଲା ପୋଲିସ କେ ଚ୍ୟାଲେଞ୍ଜ କରୁଛନ ଅପରାଧୀ ।




