ତାଜା ଖବର

ବରପାଲି ରେଲେ ଫାଟକ ପାଖୁ ଯୁବକ ଙ୍କର କ୍ଷତାକ୍ତ ମଲା ଦେହେ ଉଦ୍ଧାର।

ଟ୍ରେନ୍ ଧକ୍କା ଦେଇଥିବାର ସନ୍ଦେହ ।

ବରପାଲି;୧୮/୦୨(ମୋର୍ ସମିୟା) ଆଜି ବରପାଲି ରେଲ ଫାଟକ ପାଖୁ ଯୁବକ ଙ୍କର କ୍ଷତାକ୍ତ ମଲା ଦେହେ ଉଦ୍ଧାର। ଘଟଣା ସ୍ଥଳରେ ବରପାଲି ପୋଲିସ ଆର୍ ଜିଆରପି ପୋଲିସ ପହଞ୍ଚି ଶବ କେ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠେଇଛନ । ମୃତ ଯୁବକ ବରପାଲି ରେମତା ଗାଁର ଅରୁଣ ବାଗ ବଲି ଜଣା ପଡ଼ିଛେ । ମୃତ ଅରୁଣ ଙ୍କର ପ୍ୟାଣ୍ଟ ପକେଟ ରୁ ତାଙ୍କର ଘରର ମୋବାଇଲ୍ ନମ୍ବର୍ ମିଲିଥିଲା । ପରେ ପରିବାର ଲୋକ କେ ଯୋଗାଯୋଗ କରବାର ନୁ ଗଲା କାଲି ରାତି ରୁ ଅରୁଣ ନିଖୋଜ ଥିବାର କହିଥିଲେ । ଘଟଣା ର ତଦନ୍ତ ମୁଲ କରିଛେ ପୋଲିସ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!