About Us
“ମୋର୍ ସମିୟା “, ଏକ ବ୍ୟାପକ ଓେବ ମିଡ଼ିଆ ଚ୍ୟାନେଲ, ଯାହା ସାଧାରଣ ଲୋକଙ୍କ ଦ୍ୱାରା ତଥ୍ୟ ପ୍ରଚାର କରିଥାଏ। ୩ ମଇ ୨୦୨୨ ରେ ନିବେଶ ପଣିଗାହୀଙ୍କ ଦ୍ୱାରା ନିର୍ମିତ, ଆମର ପ୍ଲାଟଫର୍ମ ସାମାଜିକ ନ୍ୟାୟ ଓ ସକାରାତ୍ମକ ପରିବର୍ତ୍ତନ ପ୍ରତି ନିବିଶ କରିଥାଏ।
ମୋର୍ ସମିୟା ହେଉଛେ ଗୋଟେ ସ୍ଵତନ୍ତ୍ର ଓ ସଚେତନ ଖବର ସନ୍ଧାନ ପ୍ଲାଟଫର୍ମ, ଯେଉଁଥରେ ଆପଣା ଦେଶ ଓ ସମାଜର ଗରିବ ଲୋକମାନ୍କର ଆବାଜ ଉଠେ। ଆମର ବିଶ୍ୱାସ ହେଉଛେ ଜନସମ୍ପର୍କିତ ସମସ୍ୟା, ସଫଳତାର କାହାଣୀ ଓ ଚାଲୁ ଘଟଣାକୁ ଦୁନିଆ ଆଗରେ ଆଣିକରେ ଗୋଟେ ପସିଟିଭ ପରିବର୍ତନ ଆସେ।
ଆମ ଲକ୍ଷ୍ୟ:
ମୋର୍ ସମିୟାର ମୁଖ୍ୟ ଲକ୍ଷ୍ୟ ହେଉଛେ ଆବାଜ ଭିନ୍ନ, ନିର୍ବିକାର ଓ ସଠିକ୍ ଖବର ପ୍ରଦାନ କରିବା। ସମାଜର ସମସ୍ତ ଶ୍ରେଣୀର ଲୋକମାନ୍କର ଚିନ୍ତା, ଆବଶ୍ୟକତା ଓ ଚେତନାକୁ ଗୁରୁତ୍ୱ ଦେଇ ଆଗକୁ ଆଣିବାରେ ଆମର ଶ୍ରଦ୍ଧା।
ଆମ ଭିନ୍ନତା:
- ଘଟଣାସ୍ଥଳରେ ଘଟିଥିବା ଖବରକୁ ସଠିକ୍ ଭାବେ ପ୍ରସ୍ତୁତ କରିବା।
- ସ୍ଵତନ୍ତ୍ର ରାଜନୈତିକ ଓ ସାମାଜିକ ମତ ଉପସ୍ଥାପନ କରିବା।
- ଲୋକାଲ ଓ ଗ୍ଲୋବାଲ ଖବରକୁ ସରଳ ଓ ସ୍ପଷ୍ଟ ଭାଷାରେ ଦେଖାଇବା।
- ସାଧାରଣ ଲୋକମାନ୍କର ଆବାଜକୁ ଉଠାଇବା।
ମୋର୍ ସମିୟା କେବଳ ଗୋଟେ ଖବର ସାଇଟ ନୁହେଁ, ଏହା ଆପଣାର ଆବାଜ ଓ ପରିବର୍ତ୍ତନର ଆଗୁଆଣ। ଆପଣାର ମତାମତ, ଅଭିଜ୍ଞତା ଓ ନୂଆ ଭାବନାକୁ ଆମେ ସମ୍ମାନ କରୁ। ଆମର ମୁଖ୍ୟ ଉଦ୍ଦେଶ୍ୟ ଲୋକଙ୍କୁ ପ୍ରେରିତ, ଶିକ୍ଷିତ ଓ ଏକତ୍ର କରିବା, ଯେପରିକି ସେମାନେ ପରିବର୍ତ୍ତନ ଆଣିବାରେ ସାମିଲ ହୋଇପାରିବେ।
ଆସନ୍ତୁ, ଆମ ସହିତ ଜୁଡ଼ିକରେ ଦେଖନ୍ତୁ କିପରି ମୋର୍ ସମିୟା ସାଧାରଣ ଲୋକଙ୍କର ଆବାଜ ଓ ପରିବର୍ତ୍ତନର ସ୍ଵର ଭାବେ ତାଳମେଳ କରୁଛେ।