ତାଜା ଖବରଦେଶ ବିଦେଶବୁଲେଟିନଭିଡିଓରାଜନୀତିସ୍ପେସାଲ୍ ରିପୋର୍ଟ

ନୂଆ ସରକାର୍ ଙ୍କର୍ ନୂଆ ଯୋଜନା

ବିକଶିତ ଗାଁ ବିକଶିତ ଓଡ଼ିଶା

ଗ୍ରାମାଞ୍ଚଳ କେ ପ୍ରାଧାନ୍ୟ ଦେଲେ ନୂଆ ସରକାର ସହର ରେ ଯେପରି ବିକାଶ ହେଉଛି ଗାଁ ରେ ମଧ୍ୟ ଠିକ୍ ସେନ୍ତା ବିକାଶ ର ସଂକଳ୍ପ ନେଲେ ନୂଆ ସରକାର

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ମିନି ଷ୍ଟାଡିୟମରେ ରେ ଶୁଭାରମ୍ଭ କଲେ ନୂଆ ଯୋଜନା ୫ ବର୍ଷ ତକ୍ କାର୍ଯକାରୀ ଓ ୫ ବର୍ଷ ରେ ୫ ହଜାର କୋଟି ଟଙ୍କା ଓ ଆବଶ୍ୟକ ହେଲେ ଅଧିକା ଟଙ୍କା ବିନିଯୋଗ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝି

ବିଶେଷ କରି ବିଚ୍ଛିନ୍ନାଞ୍ଚଳ ର ବିକାଶ କେ ପ୍ରାଧାନ୍ୟ ଦେଲେ ସରକାର ଆଦିବାସୀ ଅଞ୍ଚଳ ରେ ୪୦ % ଖର୍ଚ୍ଚ କରିବାକୁ ଗୁରୁତ୍ଵ, ଏହା ୩୦ ଜିଲ୍ଲା ଓ ୩୧୪ ଟା ବ୍ଳକ୍ ରେ କାର୍ଯ୍ୟକ୍ରମ କରୁଛନ ସରକାର

ରାସ୍ତା, ବ୍ରିଜ, ପର୍ଯ୍ୟଟନ, ଶିକ୍ଷା, ଖେଳପଡିଆ ନିର୍ମାଣ ଓ ଉନ୍ନତିକରଣ ରେ ସହଯ୍ୟକାରି ହେବା ଇ ଯୋଜନା

ଗାଁ ର ସାମାଜିକ ଓ ଅର୍ଥନୈତିକ ବିକାଶ କେ ଗୁରୁତ୍ଵ ଦେବାର ଚେଷ୍ଟା ରେ ମୋହନ୍ ସରକାର ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!