ତାଜା ଖବରରାଜନୀତି

ଆଏବାର ୧୭ ତାରିଖ ବଲାଙ୍ଗିର ଗସ୍ତ ରେ ଆସୁଛନ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

କୃଷକ ଶକ୍ତି ସମାବେଶ ରେ ଦେବେ ଯୋଗ ।

ବଲାଙ୍ଗିର;୧୧/୦୬(ମୋର୍ ସମିୟା) ଆଏବାର ୧୭ ତାରିଖ ଫେର ଥରେ ବଲାଙ୍ଗିର ଗସ୍ତ ରେ ଆସୁଛନ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁଖ୍ୟମନ୍ତ୍ରୀ ଙ୍କର ଗସ୍ତ କେ ନେଇକରି ଚଳଚଞ୍ଚଳ ବଲାଙ୍ଗିର ସହର । ପୂର୍ବରୁ ବଲାଙ୍ଗିର ଦିନ ଉଧେ ଆସିଥିଲେ ଥରେ ମୁଖ୍ୟମନ୍ତ୍ରୀ,ଏବେ ବଲାଙ୍ଗିର ଜିଲ୍ଲା କେ ଦୁଇ ନମ୍ୱର୍ ଥର୍ ଲାଗି ଆସୁଛନ ମୁଖ୍ୟମନ୍ତ୍ରୀ। ରାଜ୍ୟ ସ୍ତରୀୟ କୃଷିଶକ୍ତି ସମାବେଶ ରେ ଦେବେ ଯୋଗ । ବଲାଙ୍ଗିର ପଥରଚେପା ପଡିଆ ରେ ହେବା କାର୍ଯକ୍ରମ । ପ୍ରାୟ ୧୦ ହଜାର ଚାଷୀ ଙ୍କର ସମାବେଶ ହେବା ବଲି ଆଶା ରଖିଛନ୍ ସରକାର । ଇ କାର୍ଯକ୍ରମ ରେ ବଲାଙ୍ଗିର ଜିଲ୍ଲା ର ସବୁ ବିଧାୟକ ଓ ସାଂସଦ,ଉପ ମୁଖ୍ୟମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଙ୍କର ସାଙ୍ଗେ ରାଜ୍ୟ ର ଅନେକ ମନ୍ତ୍ରୀ ବି ଯୋଗ ଦେବାର ସୂଚନା । ଇ କାର୍ଯକ୍ରମ ସକାଲ ର ୧୦ ନୁ ଆରମ୍ଭ ହେଇ ୧୨.୩୦ ସୁଦ୍ଧା ସରବା। ଲୋକଙ୍କର ଯିବାର ଆସବାର ଓ ଖାଇବାର ବ୍ୟବସ୍ଥା ବୁଝବେ ସରକାର । ସରକାର କେ ଆସବାର ବର୍ଷେ ଭିତରେ ଓ ଆଗାମୀ ଦିନ ରେ ଚାଷୀ ମାନଙ୍କର ଲାଗି ଜେନ ଯୋଜନା ହେଇଛେ ଆଉ ହେବା ସେ ଉପରେ ରହେବା ଫୋକସ।

ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!