
ଭୁବନେଶ୍ଵର;୧୭/୧୦ (ମୋର୍ ସମିୟା) ଓଡ଼ିଶା ଆସୁଛନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ଆଏବାର ଅକ୍ଟୋବର ୨୫ ତାରିଖ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରେ ଅକ୍ଟୋବର ୨୮ ଓ ୨୯ ତାରିଖ ରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବି ଓଡ଼ିଶା ଆସିବାର ସୂଚନା। ଦୁଇ ଭିଭିଆଇପି ଙ୍କର ଗସ୍ତ କେ ନେଇ ଆଜି ଲୋକସେବା ଭବନ ରେ ବସୁଛେ ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବଙ୍କ ର ଅଧ୍ୟକ୍ଷତା ରେ ୧୦ ବଜେ ବସବା ବୈଠକ। ଦୁଇ ଭିଭିଆଇପି ଙ୍କର ଗସ୍ତ କେ ନେଇକରି ସୁରକ୍ଷା ବ୍ୟବସ୍ଥା କେ କଡ଼ା ନଜର । କିଛି ସରକାରୀ କାର୍ଯକ୍ରମ ରେ ବି ଯୋଗ ଦେଇପାରନ୍ତି ମୋଦି । ଦୁଇ ବର୍ଷ ଭିତରେ ଓଡ଼ିଶା କେ ପ୍ରଧାନମନ୍ତ୍ରୀ ଙ୍କର ନବମ ଗସ୍ତ । ସାଧାରଣ ରେ ଚର୍ଚ୍ଚା ମୋଦୀ ଙ୍କର ଫୋକସ ରେ ଓଡ଼ିଶା ।




