ତାଜା ଖବର

ଭୟଙ୍କର ସଡ଼କ ଦୁର୍ଘଟଣା, ଜଗନ୍ନାଥ ଏକ୍ସପ୍ରେସ କେ ଢୁସି ଦେଲା ଟ୍ରକ୍ ।

ବଲାଙ୍ଗିର;୦୮/୧୧(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେ ଭୟଙ୍କର ସଡ଼କ ଦୁର୍ଘଟଣା। ବସ କେ ଢୁସି ଦେଲା ଟ୍ରକ୍ । ଆଜି ସକାଳେ ପହାନ୍ତିଆ ପହାନ୍ତିଆ ୫ ବଜେ ଆଡ଼େ ପୁରୀ ନୁ ନୂଆପଡ଼ା ଆଡ଼େ ଯାଉଥିବାର ସରକାରୀ ଭଲଭୋ ବସ କେ କଳାହାଣ୍ଡି ଆଡୁ ଆସୁଥିବାର ଗୁଟେ ମକା ବୋଝେଇ ଟ୍ରକ୍ ଆମ୍ନସାମ୍ନା ହେଇ ପିଟି ହେଇଥିଲେ । ଟିକେ ଟିକେ କେ ବର୍ତ୍ତିଗଲେ ବସ୍ ର ଯାତ୍ରୀ । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଟ୍ରକ ରେ ଫସି ରହିଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଆର୍ ଅଗ୍ନିଶମ ବିଭାଗ ର ବହୁତ୍ ଚେଷ୍ଟା ପରେ ତାହାକୁ ଟ୍ରକ୍ ଭିତରୁ ବାହାର କରିଥିଲେ। ସକାଲ ସକାଲ କୁହୁଡ଼ି ଲାଗି ଆର୍ ଟ୍ରକ୍ ଚକା ଫାଟି ଯିବାର ନୁ ଇ ଦୁର୍ଘଟଣା ହେଇଥିବାର କହିଛନ ସ୍ଥାନୀୟ ଲୋକେ । ଦୁଇ ଗାଡ଼ି ଡ୍ରାଇଭର ଗୁରୁତର ଥିବାର ନୁ ତାହାକୁ ଡାକ୍ତରଖାନା ନିଆଯାଇଛେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଅଗ୍ନୀଶମ ବାହିନୀ ଆର୍ ପୋଲିସ । ଦୁର୍ଘଟଣା ହେବାର ଲାଗି ରାସ୍ତା ରେ ଗାଡି ଚଳାଚଳ ଠପ୍ ହେବାର ନୁ ରାସ୍ତା ରେ ଲମ୍ବା ଲାଇନ ଲାଗି ଗାଡ଼ି ଜାମ୍ ହେଇଥିଲା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!