ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତି
ବାହାରିଲା ଛାତ୍ର ସଂସଦ ନିର୍ବାଚନ ଫଳାଫଳ ବଲାଙ୍ଗିର ରେ ଏବିଭିପି ଛାତ୍ର ଛାତ୍ରୀ ଙ୍କର ବିଜୟ ।

ବଲାଙ୍ଗିର;୧୫/୧୦(ମୋର୍ ସମିୟା) ବଲାଙ୍ଗିର ରେ ସରିଲା ଛାତ୍ର ସଂସଦ ନିର୍ବାଚନ, ଆସିଗଲା ଫଳାଫଳ । ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ର ସଭାପତି ଭାବେ ଏବିଭିପି ପ୍ରାର୍ଥୀନୀ ସୃଷ୍ଟିଶ୍ରୀ ପ୍ରଧାନ ନିର୍ବାଚିତ ହେଇଛନ। ସେ ତାଙ୍କର ପ୍ରତିଦ୍ୱନ୍ଦୀ ନୁ ୨୯ ଖଣ୍ଡ ଭୋଟ ରେ ଜିତିଛନ୍ ।
ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ରେ ବି ଶାନ୍ତିଶୃଙ୍ଖଳା ରେ ସରିଥିଲା ନିର୍ବାଚନ । ମହାବିଦ୍ୟାଳୟ ରେ ଏବିଭିପି ର ପ୍ରାର୍ଥୀ ସୌମ୍ୟରଞ୍ଜନ ପଟେଲ ସଭାପତି ଭାବେ ବିଜୟୀ ହେଇଛନ। ସେ ତାଙ୍କର ପ୍ରତିଦ୍ୱନ୍ଦୀ ନୁ ୩୦ ଟା ଭୋଟ ରେ ବିଜୟୀ ହେଇଛନ। ବଲାଙ୍ଗିର ରେ ଏବିଭିପି ଛାତ୍ର ଛାତ୍ରୀ ଙ୍କର ବିଜୟ ପରେ ଜୋରଦାର ସେଳିବ୍ରେଶନ ମାହୋଲ ଦେଖବାର କେ ମିଲିଛେ ।



