ତାଜା ଖବରଦେଶ ବିଦେଶମନୋରଞ୍ଜନ

ଜାନୁୟାରୀ ୧୨ ରୁ ୨୨ ତାରିଖ ତକ୍ ହେବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।

ବରଗଡ଼;୧୪/୧୦ (ମୋର୍ ସମିୟା) ଫେର୍ ଥରେ ମହାରାଜ କଂସ ଙ୍କର ଅଟ୍ଟହାସ୍ୟ ରେ ଗର୍ଜିବା ମଥୁରା ନଗରୀ । ଗଲା କାଲି ବରଗଡ଼ ଜିଲ୍ଲପାଳ ଆଦିତ୍ୟ ଗୋୟଲ ଙ୍କର ଅଧ୍ୟକ୍ଷତା ରେ ବସିଥିବାର ବୈଠକ ରେ ନିଷ୍ପତି । ଜାନୁୟାରୀ ୧୨ ନୁ ୨୨ ତାରିଖ ତକ୍ ୧୧ ଦିନ ଧରି ବିଶ୍ୱ ର ସବୁ ନୁ ବଡ଼ ଖୁଲା ଆକାଶ ରଙ୍ଗ ମଞ୍ଚ ରେ ନିଜର ଅଭିନୟ ପରିବେଷଣ କରବେ କଳାକାର । ସବୁ ଥରର ଭଲିଆ ଇ ଥର ବି ହେବା କଂସ ଚୟନ । ଧନୁଯାତ୍ରା ମୁଲ ହେଲେ ସାରା ବରଗଡ଼ ସହର ହେଶି ମଥୁରା ନଗରୀ । ଅମ୍ବାପାଲି ହେଶୀ ଗୋପପୁର। ହାଟପଦା ର କଂସ ଦରବାର ଧନୁଯାତ୍ରା ର ଗୁଟେ ମୁଖ୍ୟ ଆକର୍ଷଣ । ଧନୁଯାତ୍ରା ମୁଲ ହେଲେ ସାରା ଦେଶ ର କନୁ ବିକନୁ ଛୁଟିଥିଶି ଲୋକଙ୍କର ଭିଡ଼ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!