ତାଜା ଖବରମନୋରଞ୍ଜନ

ସାହୁ ସମାଜ ପଗାର ବଂଶର ଭାଇ ଚାରା ମହାମିଳନ ପାଇଁ ପ୍ରସ୍ତୁତି ।

କଳାହାଣ୍ଡି;୧୮/୧୦ କଳାହାଣ୍ଡି ଓ ବଲାଙ୍ଗୀର ଶାଖା ପକ୍ଷରୁ ପଗାର ବଂଶ ର ନୂଆଖାଇ ଭେଟଘାଟ ଓ ପବିତ୍ର ମହା ମିଳନ ଉତ୍ସବ ପାଇଁ ପଗାର ବଂଶ ତରଫରୁ ପ୍ରସ୍ତୁତି କରାଯାଉଛି । ଆସନ୍ତା ନଭେମ୍ବର ୦୧/୧୧/୨୦୨୬ ତାରିଖ ରବିବାର ଦିନ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଧିନସ୍ଥ ଟୁର୍ଚି ଗ୍ରାମ ଠାରେ ପ୍ରଥମ ବାର୍ଷିକ ଏହି ପବିତ୍ର ମହା ମିଳନ ଉତ୍ସବ କରାଯିବ । ବଂଶୀୟ ରାହୁଲ, ଚଣ୍ଡୀ,ପାଟଖଣ୍ଡା,ଇଷ୍ଟଦେଵାଦବୀ ମାନଙ୍କୁ ପୂରଜାର୍ଚନା କରାଯାଇ ମସାଲା ଯାତ୍ରା, ସ୍ୱାଗତ ସମ୍ବର୍ଦ୍ଧନା, ସଭାରମ୍ଭ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭୋଜନ ବିରତି କରାଯିବ ପରେ ବିଦାୟ ସମାରୋହ କରାଯିବ । ଭାଇ ଚାରା କୁ ଆଗେଇ ନେବା ପାଇଁ ସପରିବାର ଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏହି ପବିତ୍ର ଭାଇଚାରା କୁ ବଞ୍ଚାଇ ରଖିବା ଏବଂ ସମସ୍ତ ଙ୍କ ସହିତ ପରିଚୟ ସୃଷ୍ଟି କରି ଆଗାମୀ ଦିନରେ ଏହି ଭଳି ଭାଇଚାରା ଯୁଗ ଯୁଗ ଧରି ଏକତ୍ରିତ ହୋଇ ବଞ୍ଚାଇ ରଖିବା ପାଇଁ ସମସ୍ତ ଙ୍କୁ ଏହି ମହାମିଳନ ରେ ଯୋଗଦାନ ଦେବା ପାଇଁ ଗାଁ ଗାଁ କୁ ନିମନ୍ତ୍ରଣ କାର୍ଡ ଦେଇ ସମସ୍ତ ଙ୍କୁ ଅନୁରୋଧ କରାଯାଉଛି । ସମ୍ପର୍କ କୁ ଆହୁରି ସୁଦୃଢ଼ କରିବା ପାଇଁ ଏହି ଭେଟଘାଟ ମହା ମିଳନ ପଗାର ବଂଶ ପକ୍ଷରୁ ଆୟୋଜିତ କରାଯଉଛି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!