
କଲାହାଣ୍ଡି;୧୦/୦୫(ମୋର୍ ସମିୟା)କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ୍ ସାପଲହରା ଠାନୁ କଣ୍ଡରେଇ ଗାଁ କେ ସଂଯୋକ୍ କରୁଥିବା ପ୍ରଧାନମନ୍ତ୍ରୀ ରାସ୍ତା ବିନିଅମ଼ ନେ କାମ୍ ହେଉଛେ । ଜେଇ ମହାଶୟ ଙ୍କ ଅନୁପସ୍ଥିତ ରେ କାମ୍ ହେଉଥିବା ଅଭିଯୋଗ୍ ହେଲା ଊତାରୁ ୬ ଦିନ ପରେ ପ୍ରଶାସନ୍ ର ଆଗମନ୍ ହେଇଛେ । ଗଲା କାଏଲ୍ ୦୯/୦୫/୨୬ ତାରିଖ୍ ଶନିବାର୍ ଦିନ୍ କାମ୍ ଦେଖିବାର୍ କେ ଆସିଥିବାର୍ ସମିୟା ନେ ଗାଁ ଲୋକ୍ ଜେଇ କେ ଈ ବିଷୟରେ ପଚାରି ବୁଝିଥିଲେ । ସମ୍ପୂର୍ଣ୍ ହିସାବେ ପ୍ରତିକ୍ରିୟା ଦେଇ ନାଈ ପାରିଲେ । ମୁଁଈ ସାତ୍ ଦିନ୍ ଛୁଟି ରେ ଥିନି ସେଥିର୍ ଲାଗି କାମ୍ ଦେଖିଵାର୍ ଲାଗି ଆସି ନାଈ ପାରିଲି ବୋଲି କହିଛନ୍ । ସାପଲହରା ପଞ୍ଚାୟତ ର ପୂର୍ବତନ୍ ସରପଞ୍ଚ୍ ଲଷ୍ମୀପ୍ରସାଦ୍ ସାହୁ, ପୃଥ୍ୱୀରାଜ୍ ମାଝୀ, ପ୍ରଶାସନ୍ କେ ଗୁହାରି କରିଛନ୍ । ଆଗକେ ଦେଖବାର୍ ବାକି ରହୁଛେ ରାସ୍ତା କାମ୍ କେନ୍ତା ହାସାବେ କରାଯଉଛେ ।



