ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ଫେଲ୍ ମାରୁଛେ ବସୁଧା ଯୋଜନା ଠିକ୍ ହିସାଵେ ପାଏନ୍ ପହଞ୍ଚି ନାଇ ପାରୁଛେ ।

ସରକାର ଙ୍କର ଯୋଜନା ଫେଲ୍।

କଳାହାଣ୍ଡି;୧୦/୦୫(ମୋର୍ ସମିୟା )କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ୍ ରାଜପୁର୍ ପଞ୍ଚାୟତ ବସୁଧା ଯୋଜନା ଫେଲ୍ ସରକାର୍ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବି ଯୋଜନା କେନ୍ ସି କାମ୍ ନାଈ ଆସ୍ ଵାର୍ । ସଭ୍ କେ ପିଇବାର୍ ପାଏନ୍ ଯୋଗାଇବାର୍ ଲାଗି ଗାଁ ଗାଁ ନେ ବସୁଧା ଯୋଜନାରେ ପାଏନ୍ ଟାଙ୍କି ନିର୍ମାଣ୍ ଲାଗି ଟେଣ୍ଡର୍ ଜରିଆରେ ବ୍ୟବସ୍ଥା କରିଛନ୍। ହେଲେ ପ୍ରକଳ୍ପ କାମ୍ ଠିକ୍‌ ସମିୟାରେ ସମ୍ପୂର୍ଣ୍ଣ୍ ନାଈ ହେଈ ପାରୁ ଥିବାର୍ ଲାଗି ସାଧାରଣ୍ ଲୋକ୍ ପାଏନ୍ ପାଇବାର୍ ନୁ ବଞ୍ଚିତ୍ ହେଉଛନ୍ ।
ବ୍ଲକ୍‌ର ପୁଟିଗା ଉତେଇ ନଦୀରୁ ସ.ମାଲପଡା ଗାଁ ପଞ୍ଚାୟତ୍ ର ପୁଟିଗା ଆର୍ ରାଜପୁର୍ ଗାଁ ପଞ୍ଚାୟତ୍ ର ବାଞ୍ଜିପଦର୍ କେ ପାଇପ୍‌ ଯୋଗେ ପାଏନ୍ ଯୋଗାଣ୍ ଲାଗି ୬ କୋଟି ୭୫ ଲାକ୍ଷ୍ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର୍ ଜରିଆରେ ଗୁଟେ ଠିକାଦାରଙ୍କ ଦ୍ୱାରା ୫ବଛର୍ ତଳେ କାର୍ଯ୍ୟ୍ ଆରମ୍ଭ୍ ହେଇଥିଲା। ଗାଁରେ ପାଏନ୍ ଟାଙ୍କି ନିର୍ମାଣ୍ କାର୍ଯ୍ୟ୍ ଶେଷ୍ ହୋଇଥିଲେ ଵି ଅଲଗା କାମ୍ ଶେଷ୍ ନାଈ ହେଇ ଥିବାର୍ ନୁ ରାଜପୁର୍ ବାଞ୍ଜିପଦର୍, ସାଲେପାଲି ଗାଁ ବାସୀ ପାଏନ୍ ପାଇନାଈ ପାରବାର ।
ଇ ପ୍ରକଳ୍ପ୍ ଜୁଲାଇ ୨୦୨୪ରେ ସମ୍ପୂର୍ଣ୍ଣ ହେବା ନେଇ ଅବଧି ରହିଥିବାର୍ ବେଳ୍ କେ ତାହା ଶେଷ୍ ନାଈ ହେଈ ପାର୍ ବାର୍ । ଇ କଥା ନେଇ କର୍ଲାମୁଣ୍ଡା ବ୍ଲକ୍‌ ଦାୟିତ୍ୱ ନେ ଥିବାର୍ ନର୍ଲା ବ୍ଲକ୍ ବିଭାଗୀୟ ଯନ୍ତ୍ରୀ ପ୍ରଭାତ୍ କୁମାର୍ ସେଠୀ କେ ପଚାରିବାର୍ ନୁ ପ୍ରକଳ୍ପ୍ କାର୍ଯ୍ୟକ୍ଷମରେ ବିଳମ୍ବ୍ ହେଉଥିବାର୍ କଥାକେ ସ୍ବୀକାର୍ କରି ଇ ମାସ୍ ଶେଷ୍ ସୁଦ୍ଧା ସମସ୍ୟା ସମାଧାନ୍ କରାଯିବ ବୋଲି କହିଛନ୍। ରାଜପୁର୍ ପଞ୍ଚାୟତ୍ ର କେନ୍ଦୁମୁଣ୍ଡି ଆର୍ ସିଆଲପଲା ଠାନେ ଵି ବସୁଧା ଯୋଜନାରେ ପାଏନ୍ ଟାଙ୍କି ନିର୍ମାଣ୍ କାର୍ଯ୍ୟ୍ ସରିଥିଲେ ଵି ଗାଁ ବାସୀ ଇ ଯୋଜନା ର଼ ସୁବିଧା ନାଇପାଇ ପାର୍ ବାର୍ ବୋଲି କୈଳାଶ୍ ରଣା ସରକାର୍ କେ ଗୁହାରି କରିଛନ୍ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!