
ଭୁବନେଶ୍ଵର;୦୧/୧୦ (ମୋର୍ ସମିୟା) ଆସନ୍ତା ୮ ତାରିଖ କଂଗ୍ରେସ ପକ୍ଷ ରୁ ଓଡ଼ିଶା ବନ୍ଦ୍ ଡାକରା। ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ। ଓଡ଼ିଶା ବନ୍ଦ ରେ ଇଣ୍ଡି ମେଣ୍ଟର ସଦସ୍ୟ କେ ସାମିଲ ହେବାର କେ ଅପିଲ କରିଛନ୍ ପିସିସି ସଭାପତି। କେନ୍ଦ୍ର ସରକାର ର MMDR ଆଇନ ସଂଶୋଧନ,ସ୍କୁଲ ରେ ଛାତ୍ର ଛାତ୍ରୀ ଙ୍କର ବହି ତ୍ରୁଟି,ମୁଖ୍ୟ ନିର୍ବାଚନ କମିଶନର ଙ୍କ ଇସ୍ତଫା ଦାବି ଇ ସବୁ ଦାବି ବନ୍ଦ୍ ର ମୁଖ୍ୟ କାରଣ କହିଛନ୍ ପିସିସି ସଭାପତି।
ଛାତ୍ର ଛାତ୍ରୀ ଙ୍କର ବହି ର ତ୍ରୁଟି ରେ ପିଲା ଙ୍କର ଭବିଷ୍ୟତ ସାଙ୍ଗେ ଖେଲ,ନିର୍ବାଚନ ପ୍ରକ୍ରିୟା ରେ ସ୍ବଛତା ଉପରେ ପ୍ରଶ୍ନ କରି ନୈତିକତା ଦୃଷ୍ଟି ରୁ ମୁଖ୍ୟ ନିର୍ବାଚନ କମିଶନର ଙ୍କର ଇସ୍ତଫା ଦାବି କରିଛେ କଂଗେସ । ଗଣତନ୍ତ୍ର ର ସୁରକ୍ଷା ଲାଗି ଇ ବନ୍ଦ୍ କେ ସବୁ ବ୍ୟବସାୟୀ,ଛାତ୍ର, ବୁଦ୍ଧିଜୀବୀ, ସାଧାରଣ ନାଗରିକ କେ ଅକ୍ଟୋବର ୮ କେ ବନ୍ଦ୍ କେ ସଫଳ କରବାର କେ ଅନୁରୋଧ କଲେ ପିସିସି ସଭାପତି। ଇ ବନ୍ଦ୍ ରେ ଜରୁରୀ କାଳୀନ ବ୍ୟବସ୍ଥା କେ ଛାଡ଼ି ବାକି ସବୁ ବନ୍ଦ ରହିବା।



