
ବରପାଲି;୩୦/୦୯ (ମୋର୍ ସମିୟା) ବରପାଲି ଅଞ୍ଚଳ ରେ ଗଞ୍ଜେଇ ଚାଲାଣ ବିରୁଦ୍ଧ ରେ ବରପାଲି ପୋଲିସ କେ ବଡ଼ ସଫଲତା। ପୋଲିସ ର ଚଢ଼ାଉ ରେ ଜଣେ ବ୍ୟକ୍ତି ନୁ ବିପୁଳ ପରିମାଣ ର ଗଞ୍ଜେଇ ଜବତ । ଅଭିଯୁକ୍ତ ହେଲେ ତୁଲଣ୍ଡି ଗାଁ ର ପ୍ରଶାନ୍ତ ସାହୁ (୪୨) । ପୋଲିସ ତାହାକୁ ଗିରଫ କରିଛେ। ଅଭିଯୁକ୍ତ ନୁ ମୋଟ ୩୫ କିଲୋ ୬୮୦ ଗ୍ରାମ ର ଗଞ୍ଜେଇ ଜବତ । ତାର ସାଙ୍ଗେ ଦୁଇଟା ମୋବାଇଲ ବି ଜବତ୍।




