ତାଜା ଖବର

ଲଗାଣ ବର୍ଷା ଖୋଲିଲା ହୀରାକୁଦ ଗେଟ୍।

ଖୋଲିଲା ୪ ଗେଟ୍।

ସମ୍ବଲପୁର;୧୯/୦୭ ଉପରମୁଣ୍ଡେ ଜୋରଦାର୍ ବର୍ଷା। ହୀରାକୁଦ କେ ମାଡ଼ି ଆସୁଛେ ବଏଡ଼ ପାଏନ୍। ବନ୍ୟାଜଳ ନିଷ୍କାସନ ଲାଗି ୪ ଟା ସ୍ଲୁଇସ୍ ଗେଟ୍ ଖୁଲା ଯାଇଛେ । ବର୍ତ୍ତମାନ ଜଳଭଣ୍ଡାରର ବାମ ପାର୍ଶ୍ୱରୁ ୩ଟି ଏବଂ ଡାହାଣ ପାର୍ଶ୍ୱରୁ ୧ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛେ।ରବିବାର ୯:୩୦ ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍‌ରେ ପହଞ୍ଚିଥିବା ବେଲକେ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୫୭ ହଜାର ୪୪୨ ଘନଫୁଟ୍ ବଏଡ ପାଏନ୍ ଆସୁଛେ । ଜଳଭଣ୍ଡାରରୁ ମୋଟ ୯୩ ହଜାର ୪୦୬ ଘନଫୁଟ୍ ପାଏନ୍ ନିଷ୍କାସିତ ହେଉଛେ। ସେଥିରୁ ୪ଟି ସ୍ଲୁଇସ୍ ଗେଟ୍ ଦେଇ ୬୦ ହଜାର ୫୨ ଘନଫୁଟ୍ ଆର୍ ଭିନଭିନ୍ କେନାଲ, ପାୱାର ଚ୍ୟାନେଲ୍ ଓ ଶିଳ୍ପ ପ୍ରତିଷ୍ଠାନର ବ୍ୟବହାର ପାଇଁ ୩୩ ହଜାର ୩୫୪ ଘନଫୁଟ୍ ପାଏନୁ ନିଷ୍କାସନ କରାଯାଉଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!