ବଲାଙ୍ଗିର; ରାଜେନ୍ଦ୍ର କଲେଜ ପାଖେ ଦେଖବାର୍ କେ ମିଲିଛେ ସଚେତନତା ର ବାର୍ତ୍ତା ।
କିଛି ଟା ଛାତ୍ର ଆସିକରି ବୁଲା ଗାଈ ମାନଙ୍କର ବେଙ୍କେ ରେଡିୟମ ବାନ୍ଧବାର୍ ଦେଖବାର୍ କେ ମିଲିଛେ ।
ଅନେକ ସମିୟା ରେ ରାସ୍ତା ରେ ଶୁଇ ଥିବାର ନିରୀହ ବୁଲା ଗାଈ ଗୋରୁ ଦିହେ ଗାଡ଼ି ମଟର ଚଢ଼ି ଯିବାର ଦେଖବାର୍ କେ ମିଲିଥିସୀ ।

ଆଉ ସେ ନିରୀହ ଙ୍କର ଗୁଲଗଲା କେ ଦେଖିକରି ଗାଈ ମାନଙ୍କର ବଙ୍କେ ରେଡିୟମ ବାନ୍ଧଲେ ଗାଡ଼ି ର ଲାଇଟ୍ ରେ ଦୁରୁ ଚକଚକ୍ କରବା ଆଉ ଗାଡ଼ି ଚାଳକ ସତର୍କ ହେବା ବଲି ଗୁଟେ ନିଆରା ପନ୍ଥା ବାଛିଛନ ଛାତ୍ର, ନିରୀହ ହେଲେ ବି ତାଙ୍କର ବି ସମାଜ ରେ ବଞ୍ଚିବାର ଅଧିକାର ଅଛେ ବଲି କହିଲେ ଛାତ୍ର । ଛାତ୍ର ଙ୍କର ଏନ୍ତା ଚେଷ୍ଟା ଦେଖି ଚାରି ଆଡ଼େ ପ୍ରଶଂସା କରୁଛନ ଲୁଲେ।
ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର
Back to top button
error: Content is protected !!