ଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
ବଲେରୋ ହାଇବା ଟ୍ରକ ମୁହାମୁହିଁ ଧକ୍କା ରେ ୩ ମୃତ
ଅଞ୍ଚଲ୍ ରେ ଶୋକର ଛାୟା ଖେଲି ଯାଇଛେ

ସୋନପୁର;୨୬/୦୩(ମୋର୍ ସମିୟା)ଉଲୁଣ୍ଡା ବ୍ଲକ୍ ମାଟୁପାଲି ଛକ୍ ପାଖେ ଉଲୁଣ୍ଡା ଲାଇନ୍ ବିଭାଗ(ଟାଟା ପାୱାର)ର ଗାଡ଼ି ରେ ୩ ଜନ୍ କାମ ସାରି ସମ୍ୱଲପୁର ରାସ୍ତା ଆଡ଼ୁ ଉଲୁଣ୍ଡା ଲାଇନ୍ ଅଫିସ୍ କେ ଫିରୁଥିଲେ ସେ ସମିୟା ରେ ସୋନପୁର ଆଡ଼ୁ ସମ୍ୱଲପୁର ରାସ୍ତା ଆଡ଼କେ ହାଈବା ଟ୍ରକ ଯାଉଥିଲା ଠିକ୍ ସେ ସମିୟା ରେ ଆମ୍ନା ସାମ୍ନା ରୁ ଧକ୍କା ହେଇ ଥିଲା ଧକ୍କା ହେଵାର ନୁ ସେ ଜାଗା ରେ ଏକା ୨ ଜନ୍ ଲାଇନ୍ ବିଭାଗ ର କର୍ମଚାରୀ(ସୁଶିଲ କୁମାର ନାୟକ ଜିଏ ହେଲପର ଭାବେ କାମ କରୁଥିଲେ, ଆର୍ ଜନେ ପାପୁନ୍)କର ମୃତ୍ୟୁ ହେଇଥିଲା ପରେ ଆରତ ପୁରୋହିତ ଯିଏ କି କଲେକ୍ସନ ସୁପରଭାଇଯର୍ ଭାବେ କାମ କରୁଥିଲେ ତାହାଙ୍କୁ ସୋନପୁର ମେଡିକାଲ୍ ରୁ ବୁର୍ଲା ରେଫର୍ ଲାଗି ବାହାରୁ ଥିଲେ ଆରୁ ତାଙ୍କର ମୃତ୍ୟୁ ହେଇ ଥିଲା ଇଆଡ଼େ ହାଇବା ଟ୍ରକ ର ଦୁଇ ଜନ୍ ଗୁରୁତ୍ତର ଅବସ୍ଥା ନେ ମେଡିକାଲ୍ ରେ ଭରତି ହେଇ ଥିବାର ଜନାପଡିଛେ । ଘଟନା ଜାଗା ରେ ଲୋକ ମାନେ ପହଞ୍ଚି ଉଦ୍ଧାର କରିଥିଲେ ।