ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶବୁଲେଟିନରାଜନୀତିସ୍ପେସାଲ୍ ରିପୋର୍ଟ
ଦିଲ୍ଲୀ ରେ ରେଖା ସରକାର୍
ଶପଥ ପାଠ କଲେ ନୂଆ ମୂଖ୍ୟମନ୍ତ୍ରୀ

ଦିଲ୍ଲୀ : ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ରେଖା ଗୁପ୍ତା । ରେଖା ଙ୍କର ସାଙ୍ଗେ ଆଉ ୬ ମନ୍ତ୍ରୀ ବି ଶପଥ ନେଇ ଥିବାର ନେଇ ସୂଚନା । ଶପଥ ଶୋମାରୋହ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଙ୍ଗେ ଭାଜପା ସରକାର ର ୬-୭ ଟା ରଜ୍ୟ ର ମୁଖ୍ୟମନ୍ତ୍ରି ସାଙ୍ଗେ ଓଡ଼ିଶା ମୂଖ୍ୟମନ୍ତ୍ରି ମୋହନ ଚରଣ ମାଝି ବି ସାମିଲ ଥିବାର ସୂଚନା ।
ସଲିମାର ବାଗ ଆସନ ରୁ ବିଜୟୀ ହେଇ ବିଧାୟିକା ହେଇ ଥିବାର ରେଖା ଗୁପ୍ତା ଦିଲ୍ଲୀ ଚତୁର୍ଥ ମହିଳା ମୂଖ୍ୟମନ୍ତ୍ରୀ ।