ଜୀବନଚର୍ଯ୍ୟାତାଜା ଖବର

ଖୋର୍ଦ୍ଧା- ବଲାଙ୍ଗିର ରେଲ୍ ପ୍ରକଲ୍ପ ର ସବୁ ନୁ ଲମ୍ବା ଟନେଲ୍ ର ଫିଟଲା ବାଟ ।

ପୁରା ହେବାର କେ ଯାଉଛେ ବହୁତ୍ ଦିନର ଅଧୁରା ସପନ୍।

ବୌଦ୍ଧ;୧୭/୦୪(ମୋର୍ ସମିୟା) ବହୁତ୍ ଦିନୁ ଖୋର୍ଦ୍ଧା – ବଲାଙ୍ଗିର ରେଲ ପ୍ରକଲ୍ପ ର କାମ ଚାଲି ଆସୁଛେ । ଆଉ ଗଲା କାଲି ଓଡ଼ିଶା ର ସବୁନୁ ଲମ୍ବା ଟନେଲ୍ ର ଫିଟିଛେ ବାଟ୍ । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା – ବଲାଙ୍ଗିର ରେଲ୍ ପ୍ରକଲ୍ପ ର ବୌଦ୍ଧ ଜିଲ୍ଲା ର ଆଣେଣୀଗଡ ରେ ଥିବାର ୪ କି.ମି. ୧୮୫ ମିଟର ଦୂରତା ର ସବୁ ନୁ ବଡ଼ ଟନେଲ୍ ର ଫିଟଲା ବାଟ୍ । ଦୁହି ଆଡୁ ବାଟ୍ ଫିଟଲା ପରେ ରେଲ୍ ଲାଇନ୍ କାମ ୫୦ ପ୍ରତିଶତ ସରିଗଲା ନ । ଇ ରେଲ୍ ପ୍ରକଲ୍ପ ରେ ୭ ଟା ଟନେଲ୍ ଥିବାର ବେଲେ ନୟାଗଡ଼ ଜିଲ୍ଲା ରେ ୩ ଟା ଆର୍ ବୌଦ୍ଧ ଜିଲ୍ଲା ରେ ୪ ଟା ରହିଛେ ।

ଇ ଖବର ସୁନିକରି ପଶ୍ଚିମ ଓଡ଼ିଶା ବାସୀ ଙ୍କର ମନେ ବଢ଼େ ଖୁସ୍, ପୁରା ହେବାର କେ ଯାଉଛେ ବହୁତ୍ ଦିନର ଅଧୁରା ସପନ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!