ଜୀବନଚର୍ଯ୍ୟାତାଜା ଖବରବୁଲେଟିନମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

ଶିକ୍ଷା ବ୍ୟବସ୍ଥା ନେ ଢିଲା ବଲାଙ୍ଗୀର ପ୍ରଶାସନ

ଦାଦନ ଗଲେ କେଁ ସେ ଛାତ୍ର ଛାତ୍ରୀ

ବଲାଙ୍ଗୀର ; ଜିଲ୍ଲା ନ ୨୨୦୪୨ ଛାତ୍ର ଛାତ୍ରୀ ମେଟ୍ରିକ୍ ପରୀକ୍ଷା ଦେବାର କେ ଫର୍ମ ପକେଇଥିଲେ, ପରୀକ୍ଷା ଦେଲା ସମିୟା ନେ ୨୧୩୦୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ, ବାକି ୭୩୭ ଜଣ ଗଲେ କାହିଁ ?

ଇ ଥିର୍ ଭିତରୁ ପାଟଣାଗଡ଼ ଆଉ କଣ୍ଟାବାଞ୍ଜି ର ଅଧିକା ଛୁଆ ଥିବାର ସୂଚନା ମିଲିଛେ । ଆଉ ଅନୁପସ୍ଥିତ ଥିବାର ଛାତ୍ର ଛାତ୍ରୀ ର ଖବର ଜିଲ୍ଲା ପ୍ରଶାସନ ପାଖେ ବି ନାଇ ନ ।ପରୀକ୍ଷା ଦେଇନାଇ ଆସି ଥିବାର ଛାତ୍ର ଛାତ୍ରୀ ବାହାର କେ ଦାଦନ ଖଟି ଜାଇ ଥିବାର ଚର୍ଚା ହେଇଛେ, ପଢ଼ା ଲେଖା ବୟସ ଥି ଦାଦନ ଯାଉଛନ ଛାତ୍ର ଛାତ୍ରୀ । ଅନ୍ଧାର ଘେର ରେ ଛାତ୍ର ଛାତ୍ରୀ ଜୀବନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!