ଅପରାଧଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
ସଟା ଖେଲୁଥିଲେ ଆରୁ ଛାପକି ପକଲା ପୁଲିସ
କାହିଁ ଭାଗି ନାଇ ପାରଲେ ସଟା ଖେଲୁଥିବାର୍ ଲୋକ୍ ମାନେ

ବରଗଡ଼;୨୨/୦୨(ମୋର୍ ସମିୟା) ତିନ୍ ଜନ୍ ସଟ୍ଟା ଡନ୍ କେ ଗିରପ କଲା ସୋହେଲା ପୋଲିସ ।
ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ଦସ ମାଇଲ ଛକ୍ ପାଖର ଜଙ୍ଗଲ ଭିତରେ ଚାଲିଥିଲା ସଟ୍ଟା ଖେଲ୍ ସୋହେଲା ଥାନା ଅଧିକାରୀ ଶ୍ରୀ ଶଶି ଭୂଷଣ ମିଶ୍ର ସାଙ୍ଗେ ସୋହେଲା ଥାନା ର ଅଲଗା କର୍ମଚାରୀ ସାଙ୍ଗେ ଜାଇ କରି ତିନ୍ ଜନ୍ କେ ଛାପକି ପକାଲେ ପୋଲିସ ଅଧିକାରୀ,ସେନ OD-17-AC-1760 ଗାଡ଼ି,ତିନଟା ସ୍ମାର୍ଟ ଫୋନ୍,ଗୁଟେ ଛୁରୀ, ନଗଦ ୨୦୦୨୦ ଟଙ୍କା ଏତେ ସାମାନ୍ ପାଇଲେ ସେନ ଅଭିଯୁକ୍ତ ମାନେ ହେଲେ ଦାସ ମାଇଲ ର ରଞ୍ଜିତ ଭୁଏ, ବରଗଡ଼ କେନାଲ୍ ପଡ଼ା ର ଡାକ୍ତର ମେହେର ଆରୁ ଚକାନୟନ ମେହେର ଧରିଛେ ସୋହେଲା ପୁଲିସ ।