ଅପରାଧଜୀବନଚର୍ଯ୍ୟାତାଜା ଖବରବୁଲେଟିନମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
ତେଲ୍ ନଦୀ ନୁ ଡେଗି କରି ଜୀବନ୍ ହାରିଦେଲା ଜୁଆନ୍ ପିଲା
ଅଞ୍ଚଲ୍ ରେ ଚାରି ଆଡେ ଚର୍ଚା

ବଲାଙ୍ଗିର;୨୫/୦୨(ମୋର୍ ସମିୟା) ତୁଷୁରା ଗାଁ ରେ ଦେଖବାର କେ ମିଲିଛେ ଅଭାବନୀୟ ଘଟଣା। ଗୁଟେ ୧୯ ବଇସିଆ ଜୁଆନ ପିଲା ସାଇକେଲ ରେ ଆସି କରି ସାଇକେଲ କେ ତେଲ ନଦୀ ର ବ୍ରିଜ ଉପରୁ ଫିକେଇ ହେଇ ଥିବାର ଦେଖବାର କେ ମିଲିଛେ ।ଘଟଣା ଟା ଗଲା କାଲି ରାତି ର ବଲି କୁହାଯାଉଛେ,ଯୁବକ ଙ୍କୁ ଆନି କରି ଭୀମଭୋଇ ମେଡିକାଲ କଲେଜ ରେ ଶବ ବ୍ୟବଚ୍ଛେଦ ଲାଗି ରଖାଜାଇଛେ ।ପ୍ରେମ ସମ୍ପର୍କ କେ ନେଇ କରି ଇ ଘଟଣା ହେଇ ଥିବାର କୁହାଯାଉଛେ ।ଘଟଣା ସ୍ଥଳ ରେ ତୁଷୁରା ପୋଲିସ ର ତଦନ୍ତ ।