ଅପରାଧତାଜା ଖବର

ବଲାଙ୍ଗିର ଗୁଣ୍ଡା ସାହୁ ଙ୍କୁ ଅପହରଣ ମାମଲା ରେ ମହିଳା ପୋଲିସ ଙ୍କର ସମ୍ପୃକ୍ତି।

ବଲାଙ୍ଗିର;୧୭/୦୮(ମୋର୍ ସମିୟା) ବଲାଙ୍ଗିର ନରେନ୍ଦ୍ର ସାହୁ(ଗୁଣ୍ଡା) ଙ୍କୁ ଅପହରଣ ମାମଲା ରେ ସାମ୍ନା କେ ଆସିଛେ ତାଜୁବ୍ କରିଦେଲା ବାଗିର ଖବର । ଅପହରଣ ର ପଛାଡେ ଥିଲା ଜଣେ ମହିଳା ପୋଲିସ କର୍ମଚାରୀ ଙ୍କର ହାତ୍। ଗଲା କାଲି ପୋଲିସ ଏଏସଆଇ ସ୍ନେହାମଞ୍ଜରି ସାହୁ କେ ଉଠେଇ ନେଇ ଜେରା କରିଥିଲା ପୋଲିସ । ଇ ଘଟଣା ର ମୁଖ୍ୟ ଅଭିଯୁକ୍ତ କ୍ଷିତିଶ ସାହୁ ଙ୍କର ଭଉଣୀ ହେଉଛନ ସ୍ନେହାମଞ୍ଜରି । ସେ ଭୁବନେଶର ହେଡ କ୍ୱାର୍ଟର ରେ କାର୍ଯ୍ୟରତ ଅଛନ୍। ଇ ଘଟଣା ରେ ଆଉ ଜନ୍ କେ ବି ଧରିଛେ ପୋଲିସ । ସେ ହେଲେ ସଞ୍ଜୟ ଜେନା। ପୋଲିସ ଏଏସଆଇ ଙ୍କୁ ଜେରା ପରେ ଜଣା ପଡ଼ିଛେ ଇ ଘଟଣା ର ପଛେ ଭାଇ କ୍ଷିତିଶ ସାହୁ କେ ସହଯୋଗ କରିଥିଲେ ସ୍ନେହାମଞ୍ଜରି । କାଲି ଭୁବନେଶର ନୁ ବଲାଙ୍ଗିର ଆସୁଥିବାର ବେଲକେ ପୋଲିସ ଖବର ପାଇ ବଲାଙ୍ଗିର ସୁଦପଡ଼ା ପାଖୁ ମହିଳା ଏଏସଆଇ ସ୍ନେହାମଞ୍ଜରି ଙ୍କୁ ଉଠେଇ ଆନିଥିଲା ପୋଲିସ । ଆର୍ କିଛି ସମିୟା ପରେ ପୁରା ଘଟଣା ର ତଥ୍ୟ ସାମ୍ନା ରେ ରଖିପାରେ ବଲାଙ୍ଗିର ପୋଲିସ । ଜଣେ ପରେ ଜଣେ କେ ଖୁଯି ଖୁଯି ଧରୁଛେ ବଲାଙ୍ଗିର ପୋଲିସ । ଆର୍ କିଛି ସମିୟା ପରେ ଜଣା ପଡ଼ବା ଅଟକ ଦୁଇଜଣ ଗିରଫ୍ ହେବେ କି ନାଇ!

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!