ତାଜା ଖବର

କର୍ଲାମୁଣ୍ଡା ରେ ସରକାରୀ ଆଇ ଟି ଆଇ କଲେଜ୍ ଦାବି ।

ଛାତ୍ର ଛାତ୍ରୀ ହେଉଛନ ଅସୁବିଧା ର ସମ୍ମୁଖୀନ।

କଳାହାଣ୍ଡି;୨୩/୦୪(ମୋର୍ ସମିୟା)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ନେ ସରକାରୀ ଆଇ ଟି ଆଇ କଲେଜ୍ ଗୁଟେ ଲାଗି ଅଂଚଳ୍ ରେ ଦାବି ହେଉଛେ । ଭବାନୀପାଟଣା, ଧର୍ମଗଡ଼, ବ୍ଲକ୍ ରେ ସରକାରି ଆଇ ଟି ଆଇ କଲେଜ୍ ୬୫ କିମି ଦୂରେ ରହିଥିବାର୍ ଲାଗି କର୍ଲାମୁଣ୍ଡା, ନର୍ଲା, ମ ରାମପୁର, କେସିଙ୍ଗା, ଅଂଚଳ୍ ପାଖ କଲେଜ୍ ନାଈ ଥିଵାର୍ ଲାଗି ଲୋକ୍ ମାନ୍ କେ ଯିବାର୍ ଆସ୍ ବାର୍ ଲାଗି ଗୁର୍ଦୁ ଟେ ଅସୁବିଧା ହଉଛେ। କର୍ଲାମୁଣ୍ଡା ବ୍ଲକ୍ ରେ ଗୁଟେ ସରକାରୀ ଆଇ ଟି ଆଇ କଲେଜ୍ ହେଵାର୍ ଲାଗି କର୍ଲାମୁଣ୍ଡା ବ୍ଲକ୍ ସରଗୁଲ୍ ମାଲପଡା ଗାଁ ର୍ ଯୁବରାଜ୍ ସାହୁ, ପ୍ରଶାନ୍ତ ସାହୁ ଗଲା ୧୮/୦୧/୨୫ ତରିଖ୍ ଶନିବାର୍ ଦିନେ ଭବାନୀପାଟଣା ଜିଲ୍ଲାପରିଷଦ୍ ମିଟିଙ୍ଗହଲ୍ ଠାନେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ କେ ଲେଟର୍ ଦେଇଥିଲେ । ଆଜି ଦିନ୍ ତକ୍ କେନ୍ ସି କାମ୍ ନେଇ ନେଈ ହେବାର୍ ଲାଗି ସରକାର୍ କେ ଜଳ୍ଦି ଇତାର୍ ବିଚାର୍ କର୍ ଵାର ଲାଗି ଗୁହାରି କରିଛନ୍ । ଯୁବରାଜ୍ ସାହୁ କଣ୍ଡରେଇ ଗ୍ରାମ ର ତପୀନ୍ଦ୍ର ସାହୁ ଗଣମାଧ୍ୟମ୍ ନେ ପ୍ରକାଶ୍ କରିଛନ୍ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!