ତାଜା ଖବରରାଜନୀତି

ଆଜି ମୁଖ୍ୟମନ୍ତ୍ରୀ ଙ୍କର ବଲାଙ୍ଗିର ଗସ୍ତ,ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ କାର୍ଯ୍ୟକ୍ରମ ରେ ଦେବେ ଯୋଗ ।

କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ।

ବଲାଙ୍ଗିର;୨୪/୦୪(ମୋର୍ ସମିୟା) ଆଜି ବଲାଙ୍ଗିର ଗସ୍ତ ରେ ଆସୁଛନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମନୋହରପୁର ପୋଲିସ ପଡ଼ିଆ ରେ ବିମାନ ରେ ଉତରିଲା ପରେ ସର୍କିଟ ହାଉସ୍ ଯିବେ ମୁଖ୍ୟମନ୍ତ୍ରୀ । ସେନୁ ସନ୍ଧ୍ୟା ରେ ବାହାରି କରି ଗାନ୍ଧୀ ଷ୍ଟାଡିୟମ୍ ରେ ହେବାର କେ ଥିବାର ରାଜ୍ୟ ସ୍ତରୀୟ ପଞ୍ଚାୟତିରାଜ କାର୍ଯ୍ୟକ୍ରମ ରେ ଦେବେ ଯୋଗ । ଜିଲ୍ଲା ର ଭିନଭିନ୍ ପ୍ରକଳ୍ପ ର ଶିଳାନ୍ୟାସ ଆର୍ ଲୋକାର୍ପଣ କରବେ ମୁଖ୍ୟମନ୍ତ୍ରୀ। ଅନ୍ତ୍ୟୋଦୟ ଗୃହ ଯୋଜନା ରେ ୫୦,୦୦୦ ହିତାଧିକାରୀ କେ କାର୍ଯ୍ୟାଦେଶ ପ୍ରଦାନ କରାଯିବା । ବଲାଙ୍ଗିର ଜିଲ୍ଲା କେ କାଣା ଭେଟି ଦେବେ ମୁଖ୍ୟମନ୍ତ୍ରୀ ତାର ଉପରେ ରହିଛେ ସମସ୍ତଙ୍କର ନଜର । ଇ କାର୍ଯକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କର ସାଙ୍ଗେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ,ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଆର୍ ସ୍ଥାନୀୟ ବିଧାୟକ ମାନେ ଉପସ୍ଥିତ ରହେବେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!