ଅପରାଧଜୀବନଚର୍ଯ୍ୟା

ଗୁଟେ ମନ୍ଦିର ରେ ଚୋର୍ ଚୁରାବାର ନୁ ଫେଲ୍ ହେବାର୍ ନୁ ଆର୍ ଗୁଟେ ମନ୍ଦିର୍ କେ ଜାଇ କରି ଚୁରାଲା ସିସିଟିଭି ରେ କଏଦ୍ ହେଲା ସବୁ ଦୁରୁସ୍ ।

ଗୁଟେ ଜାଗା ରେ ଫେଲ୍ ମାରିଛେ ଚୋର୍

ନୟାଗଡ;୦୧/୦୩(ମୋର୍ ସମିୟା) ଗୁ ଆଲାଗ ପରକାରର୍ ଚୁରାବାର୍ ଘଟଣା ସାମ୍ନା କେ ଆସିଛେ ଇନ ଗୋପୀନାଥ ମନ୍ଦିର ଆରୁ ଦକ୍ଷିଣକାଳୀ ମନ୍ଦିର ରେ ଅଧା ରାତି ଚୋର୍ ଚୁରେଇ ଆସିଥିଲା। ପହେଲା ଦକ୍ଷିଣକାଳୀ ମନ୍ଦିର କେ ଚୂରାବାର୍ ଲାଗି ଆସିଥିଲେ ସେନ ବିଫଳ ହେବାର ନୁ ପରେ ଗୋପୀନାଥ ମନ୍ଦିର କେ ଚୁରବାର୍ ଲାଗି ଗଲେ ଆରୁ ସେନ ଜେନ ଦାନ ହୁଣ୍ଡି ଥିଲା ସେନ ଯାହା ଥିଲା ସେ ସବୁ କେ ନେଇ କରି ପଲାଲେ ଜେନ ଟା କି ସବୁ ସିସିଟିଭି ରେ କାଏଦ୍ ହେଇଛେ ଘଟଣା ର ସୂଚନା ପାଇକରି ନୟାଗଡ଼ ପୋଲିସ୍ ପହଞ୍ଚି ତନାଘନା ଜାରି ରଖିଛି

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!