ଜୀବନଚର୍ଯ୍ୟାମୋର ସମୀୟା ଏକ୍ସକ୍ଲୁସିଭ
ଦୁର୍ଘଟଣା ର କେନ୍ଦ୍ରବିନ୍ଦୁ ସାଜିଛେ ବରପାଲି ଗାନ୍ଧୀଛକ।
ସବୁ ଜାନି ଚୁପ୍ବ ସିଛେ ପ୍ରଶାସନ

ବରଗଡ଼;୦୯/୦୩(ମୋର୍ ସମିୟା) ବଲାଙ୍ଗୀର ରୁ ବରଗଡ ଯାଉ ଥିବାର ୨୬ ନମ୍ୱର୍ ଜାତୀୟ ରାଜପଥ ର ବରପାଲି ର ଗାନ୍ଧିଛକ ହଉଛେ ଦୁର୍ଘଟଣା ର କେନ୍ଦ୍ର ବିନ୍ଦୁ ।
ଗମନାଗମନ ସୁବିଧା ଲାଗି ସରକାର ରାସ୍ତା ର ପ୍ରସସ୍ଥିକରଣ କଲେ କିନ୍ତୁ ବରପାଲି ବାସି ଙ୍କର ଲାଗି ଆନିଦେଲେ ଦୁଃଖ ।
ବଲାଙ୍ଗିର,ସୋହେଲା,ବରଗଡ,କଲେଜ ଛକ୍ ସବୁ ଆଡୁ ଗାଡ଼ି ପଲେଇ ଆସବାର୍ ନୁ ଘଟୁଛେ ଦୁର୍ଘଟଣା ।
ବରପାଲି ଗାନ୍ଧିଛକ ରେ ତୁରନ୍ତ ଟ୍ରାଫିକ ବ୍ୟବସ୍ଥା କରବାର କେ ଦାବି କରୁଛନ ବରପାଲି ବାସି ।
ଯଦି ସରକାର ଇ ଉପରେ ଧ୍ୟାନ ନାଇ ଦେଲେ ଜାଇ ପାରେ ଅନେକ ନିରୀହ ଜୀବନ।