ଜୀବନଚର୍ଯ୍ୟାତାଜା ଖବରସ୍ପେସାଲ୍ ରିପୋର୍ଟ
ପ୍ରଶାସନିକ ଅଧିକାରୀ ଙ୍କର ଲାଗି ହଇରାଣ ହଉଛନ ଦିବ୍ୟାଙ୍ଗ
ଅନ୍ଧ ମୂକ ବଧିର ସରକାର ଆରୁ ପ୍ରଶାସନିକ ଅଧିକାରୀ

ଆଗଲପୁର;୦୩/୦୩(ମୋର୍ ସମିୟା)ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଳକ କୁଟାସିଂହା ଗାଁ ର ରାଜା ସାହୁ ନାମକ ଜଣେ ବ୍ୟକ୍ତି ଜିଏ ଦେଖି ନାଇ ପାରନ୍।
ନୁଆ ସରକାର ଙ୍କର ନୂଆ ଯୋଜନ ମଧୁବାବୁ ପେନସନ୍ ଯୋଜନା ହିସାବରେ ଜେନମାନେ ଦିବ୍ୟାଙ୍ଗ ଅଛନ ସେମାନଙ୍କୁ ୩୫୦୦ ଟଙ୍କା ଭତା ମିଲବାର୍ କଥା ।କିନ୍ତୁ ଆଙ୍ଗା ଙ୍କୁ ମିଲୁଛେ ୧୨୦୦ ଟଙ୍କା ।
ଇଓ,ବିଡ଼ିଓ,ଅଙ୍ଗନୱାଡି କର୍ମୀ ଙ୍କୁ ବାର୍ ବାର୍ କହେବାର୍ ସତ୍ତ୍ଵେ ବି କିହେ ନାଇ ସୁନଲେ ।
ପ୍ରଶାସନିକ ଅଧିକାରୀ ଙ୍କର ଅବହେଲା ଲଗୀ ଆଜି ଆଗଲପୁର ରୁ ବଲାଙ୍ଗିର ପ୍ରାୟ ୫୦ କିମି ଦୁରିଆରୁ ଦୁଃଖ ଗୁହାରିବାର୍ କେ ଆସିଛନ ବଲାଙ୍ଗିର ଜିଲ୍ଲାପାଲ୍ କାର୍ଯ୍ୟାଳୟ ।
ଇନ ଲୁକେ ପ୍ରଶ୍ନ କରୁଛନ୍ ଜେ ପ୍ରଶାସନ ସେହି ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କର ପଖକେ ଯିବା ନା ସେ ଦିବ୍ୟାଙ୍ଗ ବ୍ୟକ୍ତି ମାନେ ହଇରାନ୍ ହେଇ ପ୍ରଶାସନ ପଖକେ ଅସବେ ବୋଲି ପ୍ରଶ୍ନ କରୁଛନ ଆରୁ ଇ ଉପରେ ସରକାର୍ ଧ୍ୟାନ ଦେଵାର କଥା ବୋଲି ଲୋକ ମାନଙ୍କର ଭିତରେ ଚର୍ଚା ଜୋର୍ ଧରିଛେ