ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
ପାଏନ୍ ଥୁପେ କେ ଟାକି ରହିଛନ୍ ବଘାପାଲି ଗାଁ ଲୁକେ
ହାତ୍ ଟେକି ଦେଲା ପଞ୍ଚାୟତ

ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ମନହିରା ପଞ୍ଚାୟତ ବଘାପାଲି ଗାଁ ରେ ଦେଖା ଦେଇଛେ ପାଏନ୍ ର ସମସ୍ୟା
ଗଲାଥରର୍ ସରକାର୍ ଙ୍କର ସମିଆଁ ନେ କୋଟି କୋଟି ଟଙ୍କା ଖର୍ଚା ହେଇ କରି ବସୁଧା ଯୋଜନା ରେ ବନାହେଇ ଥିଲା ବଢ଼େ ବଢ଼େ ପାଏନ୍ ଟାଙ୍କି, ବନବାର ଟା ତ ପୁରା ସତ୍ କଥା ହେଲେ ଘରବାଟେ ଲାଗି ଥିବାର ପାଏନ୍ ପାଇପ୍ ରେ ପାଏନ୍ ବୁନ୍ଦେ ବି ଦେଖା ନାଇ ।
ସମସ୍ୟା ଛୋଟ୍ ଅସୁବିଧା ବଡ୍
ପହେଲା ପହେଲା କିଛି ମାସ୍ ଠିକ୍ ସେ ଚାଲିଥିଲା ଫେର ବନ୍ଦ୍ ହେଇ ଗଲା,ସବୁ ଲାଗିଛେ ସବୁ ଚାଲୁଛେ ଇନସମସ୍ୟା ହେଲା ତାହାକେ ଚଲାବା କିଏ,ଜେନ ଠିକା ସଂସ୍ଥା କାମ କରି ଥିଲା ସେ ହାତ୍ ଟେକି ଦେଲା , ଲୁକେ ପାଏନ୍ ଟିକେ ନାଇ ପାଇ କରି ବହୁତ୍ ହାଇରାନ ହେଲେ ଫେର୍ ସେନର ସରପଞ୍ଚ ଙ୍କର ନିକେ ଗଲେ ସରପଞ୍ଚ କହେଲେ ଆମକେ ହେଣ୍ଡ ଓଭର୍ ନାଇ କରଵାର ତାଲି ଠିକାଦାର ମୋର୍ ହାତେ କିଛି ନାଇ ନ ଦେଖବାର କେ ଗଲେ ୦୪-୦୩-୨୦୨୪ ରୁ କାମ୍ ସରିଗଲାନ ସରପଞ୍ଚ କହୁଛନ୍ ମୋର୍ ଦ୍ୱାରା କିଛି ନାଇ ହୁଏ ତମେ ଠିକାଦାର କେ ଜେଇ କେ ଆରୁ କାହାକେ ଫୋନ କର କହୁଛନ୍।





