ଜୀବନଚର୍ଯ୍ୟାତାଜା ଖବର

ଗାଁର୍ ମଝା ଖୁଲି ପଡ଼ିଗଲା ଲାଇନ୍ ତାର୍

ଭାଗ୍ୟଭଲ୍ କାହାର କିଛି ନାଇ ହେଇ

ବରଗଡ଼;୦୮/୦୩(ମୋର୍ ସମିୟା)ଏନ୍ତା ଗୁଟେ ଘଟଣା ଦେଖବାର୍ କେ ମିଲିଛେ ଗାଇସିଲେଟ୍ ବ୍ଲକ୍ ରାଇସଲପଦର୍ ଗାଁ ନେ। ଗୁଟେ ଟ୍ରକ୍ ଗାଁ ଭିତରେ ଯାଉଥିବାର ସମିୟା ଥି ଅଚାନକ୍ ସେହି ଟ୍ରକ୍ ଉପରେ ପଡ଼ିଯାଇଥିଲା ବିଦ୍ୟୁତ୍ ତାର୍।

ତାର ଟା ଝୁଲି କରି ଥିବାର୍ ଲାଗି ଟ୍ରକ୍ ର ଟିପି ରେ ଠଟେଇ ହେଲା ଆର୍ ଛିଡି କରି ଟ୍ରକ୍ ଉପରେ ପଡ଼ି ଯାଇଥିଲା। ଆର୍ ଗାଁ ରେ ଥିବାର ଘର୍ ମାନକର୍ ସାମନା ରେ ପଡ଼ି ଯାଇଥିଲା,ଭାଗ୍ୟ ଭଲ୍ ବୋଲି କାହାର୍ କିଛି ଅସୁବିଧା ନି ହେଇ ସୂଚନା ଦେଲେ ସେ ଗାଁ ଲୋକ୍ ।

ଗାଁ ଲୋକ ଇ କଥା ବି ଦାବି କରିଛନ୍ ଯେ ଆଗାମୀ ଦିନ୍ ରେ ବିଦ୍ୟୁତ୍ ତାର ର ସୁପରିଚାଳନା କରବାର୍ ସୁବିଧା କରାଯାଉ,କାରନ୍ ଆଗକେ ଫେର୍ ଏନ୍ତା ହେଲେ ଗାଁ ଲୁକର ଜୀବନ୍ ଯିବାର୍ ସମ୍ଭାବନା ବି ରହିଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!