ମିଛର୍ ପୋଲିସ୍ ବନି କରି ଲୋକ୍ ମାନକୁ ଠକୁଥିଲା,ଗିରଫ କଲା ଭୁବନେଶ୍ଵର ପୋଲିସ୍ ।
ନିଜକେ ଡ଼ି.ଏସ୍.ପି କହି ବୁଲୁଥିଲା ମିଛୁଆ ଲୋକ୍

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜନେ ନକଲି ପୋଲିସ୍ କେ ଗିରଫ କରିଛେ ପୋଲିସ୍, ଇ ବ୍ୟକ୍ତି ନିଜକେ ବଡ଼ ବାବୁ ଡି.ଏସ୍.ପି କହି କରି ଲୋକଙ୍କୁ ଚାକିରି କରେଇ ଦେମି ବୋଲି ଠକି ଆସୁଥିଲା । ରାତିରେ ପାଟ୍ରୋଲିଂ ସମିୟା ରେ ଶହୀଦ ନଗର ପୋଲିସ ଅଭିଯୁକ୍ତ କେ ଧରିଥିଲା। ପୋଲିସ୍ କେ ତାର୍ ନୁ ପୋଲିସ ସାର୍ଟ ପ୍ୟାଣ୍ଟ୍,ନକଲି ପରିଚୟପତ୍ର,ନକଲି ଚାକିରି ଦେବାର କାଗଜ୍ ପତର୍, ପାଖାପାଖି ୨ ଲକ୍ଷ ଟଙ୍କାର୍ ନକଲି ନୋଟ୍, ଗୁଟେ କାର ଆରୁ ମୋବାଇଲ୍ ଫୋନ୍ ଜବତ କରିଛେ।
ପୋଲିସ୍ ଦେଇ ଥିବାର ସୂଚନା ହିସାବେ,ଅଭିଯୁକ୍ତ ର ନାଁ ମାନସ ରଞ୍ଜନ ସେନାପତି ସେ ନକଲି ପୋଲିସ ପରିଚୟପତ୍ର ବ୍ୟବହାର କରି ଲୋକ୍ ମାନକୁ ଠକୁଥିଲା। ସେ ସେମାନକୁ ଓଡ଼ିଶା ପୋଲିସ ବିଭାଗରେ ଚାକିରି କରେଇ ଦେମି କହି ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କର୍ ନୁ ମୁଟା ଅଙ୍କ ର୍ ପଏସା ଠକୁଥିଲା।
ପୋଲିସ କମିଶନର କହିଛନ୍”ଆମେ ସହିଦ ନଗର ଏରିଆ ରେ ରାତି ପାଟ୍ରୋଲିଂ କଲା ସମିୟାରେ ଜନେ ସେ ନିଜକୁ ଡି.ଏସ୍.ପି ବୋଲି କହି ଲୋକଙ୍କୁ ନକଲି ନିଯୁକ୍ତି ପତ୍ର ଦେଉଥିଲା। ତାଙ୍କର୍ ନୁ ଚାଏର୍ ବଣ୍ଡଲ ନକଲି ନୋଟ ବି ଜବତ କରାଯାଇଛେ। ଆମେ ତାଙ୍କର୍ ବିରୁଦ୍ଧରେ ଦୁଇଟା ପୃଥକ ମାମଲା ରୁଜୁ କରିଛୁ।”
ପୋଲିସ ଅଭିଯୁକ୍ତ ଙ୍କର ବିରୁଦ୍ଧରେ BNS ର ଧାରା 319(2), 318(4), 336(3), 336(4), 132, 296, 351(2) ଏବଂ 3(5) ଅନୁଯାୟୀ ଏକ ମାମଲା ରୁଜୁ କରିଛେ।