ଜୀବନଚର୍ଯ୍ୟାସ୍ପେସାଲ୍ ରିପୋର୍ଟ
ମହିଳା ଦିବସ ରେ ସୁଭଦ୍ରା ପଇସା,ସୁଭଦ୍ରା ର ଦ୍ଵିତୀୟ କିସ୍ତି ଦେଲେ ମୋହନ ସରକାର
କେତେନି କେତେ ଖୁସି ହେଉଛନ୍ ମାଁ ମାନେ

ଆଜି ଆନ୍ତାର୍ଜାତୀୟ ମହିଳା ଦିବସ ଆରୁ ଆଜି ବ୍ରହ୍ମପୁର ଆମ୍ବପୁଆ ନୁ ହେଉଥୁବାର୍ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମିଲ ହେଲେ ଆରୁ ଆନ୍ତାର୍ଜାତୀୟ ମହିଳା ଦିବସ ଅବସର ରେ ମା ମାନଙ୍କୁ ଦେଲେ ସୁଭଦ୍ରା ଟଙ୍କା ।ପାଖାପାଖି ୧ କୋଟି ରୁ ଅଧିକା ମହିଳା ପାଖ କେ ଗଲା ସୁଭଦ୍ରା ଟଙ୍କା ।
ଉପମୁଖ୍ୟମନ୍ତ୍ରି ପ୍ରଭାତୀ ପରିଡ଼ା ଙ୍କ ର ଆହ୍ବାନ ରେ ଅନେକ ମହିଳା ଗାଁ ଗାଁ ରେ ଦୀପ ଜାଲି କରି ଖୁସି ମନେଇ ଥିବାର ଦେଖବାର୍ କେ ମିଲିଛେ ।