୩୩ କେଭି ଲାଇନ୍ ଟାୱାର ଉପର କେ ଚଢ଼ି ଘଣ୍ଟା ଘଣ୍ଟା ଧରି ଚାଲିଲା ହାଇ ଭୋଲ୍ଟେଜ୍ ହାଇ ଡ୍ରାମା
ଶଭେ ଦେଖି କହେଲେ କାଣା ହେଇ ଗଲା କାଣା ହେଇ ଗଲା

ଢେଙ୍କାନାଳ;୨୫/୦୨(ମୋର୍ ସମିୟା) କାମାଖ୍ୟାନଗର ଥାନା ଏରିଆ ର ବଡ଼ାମୁକ୍ତାପଶି ଗାଁ ଗୁତେ ଅଦ୍ଭୁତ ଘଟଣା ସାମନା କେ ଆସିଛେ । ଇନ ଜନେ ଯୁବକ ୩୩ କେଭି ଲାଇନ୍ ଟାୱାର ଉପରକେ ଚଢ଼ି ଗଲେ ଆରୁ ଘଣ୍ଟା ଘଣ୍ଟା ଧରି ହାଇ ଭୋଲ୍ଟେଜ୍ ହାଇ ଡ୍ରାମା କଲେ ।ମିଲି ଥିବାର ସୂଚନା ହିସାବରେ ଯୁବକ ଟା ୨୪ ବରସିଆ ସନାତନ ମଣ୍ଡଳ,ଯିଏ କି ବଡ଼ାମୁକ୍ତାପଶି ଗାଁର ବହାଦୁର ମଣ୍ଡଳ ଙ୍କର୍ ପୁଓ । ସେ କେନସି କାରନ୍ ରୁ ଦିନର୍ ଦୁଇ ପହରେ ଲାଇନ୍ ଟାୱାର ଉପରେ କେ ଚଢ଼ିଗଲେ। ଗାଁ ଲୁକେ ଦେଖି ହେଲେ କାବା ଆରୁ ଜୁବକ୍ କେ ତଲକେ ଉତୁରି ଆ ବୋଲି ବୁଝାବାର୍ କେ ଚେଷ୍ଟା କଲେ ହେଲେ ସେ ଯୁବକ କାହାରିର୍ କଥା ନାଇ ସୁନଲେ ।ଇ ଘଟଣା ର ସୂଚନା ମିଲିବାର୍ ସାଙ୍ଗେ ସାଙ୍ଗେ ଦମକଲ୍ ବିଭାଗ,ପୋଲିସ ଆରୁ ପ୍ରଶାସନ ଘଟନାସ୍ଥଲ୍ କେ ପହଞ୍ଚିଥିଲେ। ସେମାନେ ବି ବହୁତ୍ ଚେଷ୍ଟା କଲେ, ହେଲେ ସନ୍ଧ୍ୟା ତକ୍ ଯୁବକ ଟାୱାର ରୁ ଉତୁରିବାର କେ ଇଚ୍ଛା ନାଇ କଲେ ଇ ଲାଇନ୍ ଟାୱାର ରୁ ଜାଜପୁର, ବାଲେଶ୍ୱର ତକ୍ ଲାଇନ୍ ଯାଉଥିଲା। ଇ ପରିସ୍ଥିତି କେ ଦେଖି କରି ଏହି ଟାଟା ପାୱାର ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ଲାଇନ୍ ଦେବାର୍ କେ ଅସ୍ଥାୟୀ ଭାବେ ବନ୍ଦ କରିଦେବାର୍ କେ ବାଧ୍ୟ ହଇଥିଲେ।ପ୍ରଶାସନ ସେ ଯୁବକ କେ ସୁରକ୍ଷିତ ଭାବେ ତକଲେ ଉତାରବାର୍ ରେ ଲାଗିଥିଲା ଲମ୍ବା ସମିଆଁ ପରେ ସେ ଯୁବକ ତଲକେ ଉତରିଥିଲେ। ହେଲେ ସେ ଏନ୍ତା କାମ କାଣା ହେଲା ଯେ କଲେ ତାର୍ କାରନ୍ ଟା ଏତେ ବେଲ୍ ତକ୍ ଜନା ନୁହେଁ ପଡେ ତାଏଲ୍ କିନ୍ତୁ ପୋଲିସ ତାର୍ ତଦନ୍ତ ଜାରି ରଖିଛେ।