ମୋର ସମୀୟା ଏକ୍ସକ୍ଲୁସିଭରାଜନୀତିସ୍ପେସାଲ୍ ରିପୋର୍ଟ
ବିଧାନସଭା ରେ ଶାସକ ଦଲ୍ ଆରୁ ବିରୋଧୀ ହାତା ହାତୀ
ଲୁକେ କହୁଛନ୍ କାଣା ହେଇ ଗଲା ଇଟା

ଆଜି ବିଧାସଭା ରେ ହାତାହାତି ହେଲେ ତାରା- ଜୟ ।
ସାରା ଓଡ଼ିଶା ରେ ଜୟ ନାରାୟଣ ମିଶ୍ର ଙ୍କ ର ମନ୍ତବ୍ୟ କେ ନେଇ କରି ଚର୍ଚା ହେଉଥିବାର ବେଲେ । ଆଜି ବିଧାନସଭା ର ତୃତୀୟ ବଜେଟ୍ ଅଧିବେଶନର ରେ ବି ଦେଖବାର କେ ମିଲିଛେ ବିରୋଧୀ ଙ୍କର ହଙ୍ଗାମା ।
ଆଜି ଗୃହ ଆରମ୍ଭ ରୁ ହିଁ ଅଚଳ କରିଦେଲେ ବିରୋଧୀ,ଜୟ ନାରାୟଣ ଙ୍କର ଓଡ଼ିଶାରେ ମିଶବାର ଐତିହାସିକ ଭୁଲ୍ ମନ୍ତବ୍ୟ କେ ନେଇ କରି ଚାରି ଆଡ଼େ ବିବାଦ। ଆଜି ପରିସ୍ଥିତି ଏତେ ଭୟାବାହ ହେଲା ଯେ ତାରା ପ୍ରସାଦ ବାହିନୀପତି ଓ ଜୟ ନାରାୟଣ ମିଶ୍ର ହାତାହାତି ହେବାର ପରିସ୍ଥିତି ଦେଖବାର କେ ମିଲିଛେ ।
ବିଜେଡି ର ପ୍ରତିକ୍ରିୟା- ବିଧାନସଭା ଇତିହାସ ରେ ପ୍ରଥମ।