ତାଜା ଖବର

ଖୁଲା ହୀରାକୁଦ ଡେମ୍ ର ଗେଟ୍,ଉପର ଆଡ଼େ ହେଲା ଜୋର୍ ବର୍ଷା।

୭ ନମ୍ୱର୍ ଗେଟ୍ ଦେଇ ବାହାରିଲା ପହେଲା ପାଏନ୍।

ସମ୍ବଲପୁର;୦୬/୦୭(ମୋର୍ ସମିୟା) ଆଜି ସକାଲୁ ପୂଜାର୍ଚ୍ଚନା ପରେ ଖୁଲାଗଲା ହୀରାକୁଦ ର ଗେଟ୍। ପୂଜା ପରେ ୭ ନମ୍ୱର୍ ଗେଟ୍ ଦେଇ ପହେଲା ଛଡ଼ା ଗଲା ପାଏନ୍। ଉପର ଆଡ଼େ ଅଧିକା ବର୍ଷା ଲାଗି ରହେବାର ଲାଗି ହୀରାକୁଦ ର ଜଳସ୍ତର ବଢିଥିଲା । ଗେଟ୍ ଖୁଲବାର ଆଗରୁ ଡ଼ାକବାଜି ଯନ୍ତ୍ର ରେ ଲୋକଙ୍କୁ ସତର୍କ କରା ଯାଇଥିଲା । ଆଜି ସକାଲେ ୧୨ ଟା ଗେଟ୍ ଖୁଲା ଯାଇଥିଲା । ପରେ ଫେର ୮ ଟା ଗେଟ୍ ଖୁଲା ଯାଇଛେ । ଏବେ ୨୦ ଟା ଗେଟ୍ ଦେଇ ବାହାରୁଛେ ବନ୍ୟା ପାଏନ୍। ହୀରାକୁଦ ର ଜଳ ସ୍ତର ୬୧୦.୧୭ ଫୁଟ ରହିଛେ । ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ନାଇଥିବାର ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!