ଜୀବନଚର୍ଯ୍ୟାତାଜା ଖବରରାଜନୀତିସ୍ପେସାଲ୍ ରିପୋର୍ଟ

ମୂଖ୍ୟମନ୍ତ୍ରି କେ ଭେଟଲେ ସ୍ବର୍ଗତ ନବ ଦାସ ଙ୍କର କୁଟୁମ୍ ।

ଫେର୍ ଥରେ ଆରମ୍ଭ ହେଲା ତଦନ୍ତ

ଗଲା କିଛି ଦିନ ଆଗରୁ ସ୍ଵର୍ଗତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଝାରସୁଗୁଡା ର ପୂର୍ବତନ ବିଧାୟଙ୍କ ଙ୍କୁ ଗୁଳି କରି ମାରବାର୍ ଘଟଣା କେ ୨ ବର୍ଷ ହେଇଜାଇଥିବାର ବେଲେ ଆଜି ବି ମୃତ୍ୟୁ ର କାରଣ ରହସ୍ୟ ଘେର ରେ ରହିଛେ ।

ଇ ଘଟଣା କେ ନେଇକରି ଆଲୋଚନା କରବାର ଲାଗି ଗଲା କିଛି ଦିନ ଆଗରୁ ନବ ଦାସ ଙ୍କର ପତ୍ନୀ ମିନତି ଦାସ ଇ-ମେଲ ମାଧ୍ୟମ ନେ ମୂଖ୍ୟମନ୍ତ୍ରି କେ ସମିୟା ମାଗିଥିଲେ,ଆଉ ମୂଖ୍ୟମନ୍ତ୍ରି ଆଜି ୫ ବଜେ ରାଜ ଭବନ ରେ ସାକ୍ଷାତ କରବାର୍ ଲାଗି ଅନୁମତି ବି ଦେଇଥିଲେ ।

ଆଜି ପତ୍ନୀ ମିନତୀ ଦାସ, ପୁଅ ବିଶାଳ ଦାସ,ଝିଅ ଦୀପାଲି ଦାସ ମୂଖ୍ୟମନ୍ତ୍ରି ଙ୍କୁ ରାଜ ଭବନ ରେ ସାକ୍ଷାତ କରିଥିଲେ ।ଆଉ ଘଟଣା ର ସିବିଆଇ ତଦନ୍ତ ଦାବି କରିଥିଲେ ।ମୂଖ୍ୟମନ୍ତ୍ରି ମୋହନ ଚରଣ ମାଝି କହିଛନ ଘଟଣା ର ତନ୍ନ ତନ୍ନ ତଦନ୍ତ ହେବାର ସାଙ୍ଗେ ପ୍ରକୃତ ଦୋଷୀ କେ ଉଚିତ୍ ନ୍ୟାୟ ଦଣ୍ଡ ମିଲବା ବଲି ନବ ଦାସ ଙ୍କର କୁଟୁମ କେ ସାନ୍ତନା ଦେଇଛନ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!