ଭିଡିଓମନୋରଞ୍ଜନମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ
ଶଙ୍ଖ ଫୁକି ଚର୍ଚା ରେ ପୁଝାରୀ
ଅଧାଘଣ୍ଟା ଧାରି ଫୁକୀ ପାରବେ ଶଙ୍ଖ

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ୍ ଭରସୁଜା ଗାଁ ର ଗୌରୀଶଙ୍କର ମନ୍ଦିର ର ପୂଜକ ନବୀନ ମହାପାତ୍ର ଗୁଟେ ଶାସେଁ ପ୍ରାୟ ଅଧାଘଣ୍ଟା (୩୦ ମିନିଟ୍) ତକ୍ ଫୁକୀ ପାରୁଛନ ଶଙ୍ଖ ।
ଇ କଳା ଲାଗି ତାଙ୍କୁ ଓଡ଼ିଶା ର ମୂଖ୍ୟମନ୍ତ୍ରୀ ମୋହନ୍ ଚରଣ ମାଝି ବଲାଙ୍ଗିର ରେ ହେଇଥିବାର କଳା ଉତ୍ସବ ରେ ପ୍ରଥମ ପୁରସ୍କାର ଓ ଜାତୀୟ ସ୍ତର ରେ ବି ପୁରସ୍କୃତ ହେଇ ଥିବାର କହିଛନ ପୂଜକ।
ଇ ପ୍ରତିଭା କେ ଦେଖି କରି ବିହାର, ଟିଟିଲାଗଡ, କଣ୍ଟାବାଞ୍ଜି ଆଦି ଜାଗା ରୁ ଶୁଭ କାର୍ଯ୍ୟ ତଥା ଵିହା,ବଡୁ,ଏକଶିଆ, ଘରପ୍ରତିଷ୍ଠା ଆଦି ରେ ଜାଗା ଜାଗା ରୁ ଆସୁଛେ ଶଙ୍ଖ ବଜାବାର୍ ଲାଗି ଫୋନ୍ କଲ୍ ।
ମୋର୍ ସମିୟା ର କ୍ୟାମେରା ସାମ୍ନା ରେ ପ୍ରାୟ ୧୮ ମିନିଟ୍ ତକ୍ ଶଙ୍ଖ ଫୁକି କରି ତାଙ୍କର କଳା କଲେ ପଦର୍ଶନ, ଅନେକ୍ ଦିନ ର ଅଭ୍ୟାସ୍ ଓ ଚେଷ୍ଟା ପରେ ଇ ଟା ହେଇଥିବାର କହିଲେ ପୂଜକ।
କିନ୍ତୁ ପୂଜକ ଙ୍କର ଇ କଳା କେ ଅଣଦେଖା କରୁଥିବାର ଅଭିଯୋଗ କରୁଛନ ପୂଜକ, ତାଙ୍କୁ କଳାକାର ଭତା ମିଲୁ ବଲି ମୋର୍ ସମିୟା ମାଧ୍ୟମ ରେ କଲେ ଅନୁରୋଧ ।