ଅପରାଧଜୀବନଚର୍ଯ୍ୟାତାଜା ଖବର
ଥାନା ରେ ଥିବାର ଅଭିଯୁକ୍ତ ର ମାଡ଼ ରେ ମୁରିବାହାଲ ଥାନା ର କନେଷ୍ଟବଳ ଗୁରୁତର ।
ଥାନା ରେ ଅସୁରକ୍ଷିତ ପୋଲିସ କର୍ମଚାରୀ ।

ବଲାଙ୍ଗିର;୨୩/୦୪(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ରେ ଚାଞ୍ଚଲ୍ୟକର ଘଟଣା । ଥାନା ରେ ଥିବାର ଅଭିଯୁକ୍ତ ର କାଠ ଫାଲିଆ ମାଡ଼ ରେ ଥାନା ରେ ଥିବାର କନେଷ୍ଟବଳ ଗୁରୁତର । ଗୁରୁତର ଅବସ୍ଥା ରେ ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି ।
ଢୋଲମାନ୍ଦଲ ଗାଁ ର ମଗଶିର୍ ଭୋଇ ଓ ତାଙ୍କର ସ୍ତ୍ରୀ ମୁରିବାହାଲ ଥାନା ର କୁମ୍ଭାରି ଗାଁ କେ ତାକର୍ ପିଲା ଲାଗି ଟୁକେଲ୍ ଦେଖବାର୍ କେ ଆସିଥିଲେ। ଟୁକେଲ୍ ଘରର୍ ଲୋକ ଆମର ଝିଅ ର ବୟସ ନାଇ ହେବାର ବଲି ମନା କରିଥିଲେ । ପରେ ସେ ଟୁକେଲ୍ କେ ଦୁହି ସ୍ବାମୀ-ସ୍ତ୍ରୀ ଅପହରଣ କରିନେଇଥିବାର୍ ଅଭିଯୋଗ କରିଥିଲେ ଟୁକେଲ ଘରର ଲୋକେ । ଅଭିଯୋଗ କରବାର ନୁ ମୁରିବାହାଲ ପ୍ଲାଟଫର୍ମ ରୁ ଝିଅ କେ ଉଦ୍ଧାର କରବାର ସାଙ୍ଗେ ୨ ଜଣ କେ ଧରିଥିଲା ପୋଲିସ । ଥାନା ରେ ଅଟକ ଥିବାର ପିଲା ର ବାପା ମଗଶିର୍ ଭୋଇ ବିଳମ୍ବିତ ରାତି ରେ କନେଷ୍ଟବଲ ସୁଦାମ ନାଗ କେ କାଠ ଫାଲିଆ ରେ ପିଟିଥିବାର ଅଭିଯୋଗ । ପିଟି କରି ଫେରାର ମାରବାର ସମିୟା ରେ ଧରିଦେଲା ପୋଲିସ ।