ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭରାଜନୀତିସ୍ପେସାଲ୍ ରିପୋର୍ଟ

କଂଗ୍ରେସ୍ ବିଧାୟକ ମାନକୁ ବହୁତ୍ ମାଡ଼,ପରେ ରାସ୍ତା ରେ କଂଗ୍ରେସ ବିଧାୟକ ଆରୁ କର୍ମୀ

ଓଡ଼ିଶା ଇତିହାସ ରେ ପହେଲା ବୋଲି ଲୋକ ଲୋଚନ ରେ ଚର୍ଚା

ଭୁବନେଶ୍ୱର;୨୬/୦୩(ମୋର୍ ସମିୟା) ଗଲା କାଏଲ୍ ବିଧାନସଭା ରୁ ୧୨ ଜନ୍ କଂଗ୍ରେସ ବିଧାୟକ କେ ନିଲମ୍ବିତ୍ କରବାର୍ ପରେ କଂଗ୍ରେସ କରିଛେ ଜୋରଜାର୍ ପ୍ରତିବାଦ ।

ଗଲା କାଏଲ୍ ରାତି ୧୨ ବଜେ ତକ୍ କଂଗ୍ରେସ ବିଧାୟକ ମାନେ ବିଧାନସଭା ଭିତରେ ଧାରନା ଦେଇଥିଲେ । ପରେ ତାଙ୍କୁ ବିଧାନସଭା ର ସୁରକ୍ଷା କର୍ମୀ ମାନେ ବସ୍ ରେ ବସେଇ କରି କଂଗ୍ରେସ ଭବନ ରେ ଛାଡିଥିଲେ ।

ତାରପରେ ମାଷ୍ଟରକେଣ୍ଟିନ ରେ ଆସି ରାତି ସାରା ରାସ୍ତା ଉପରେ ଶୁଇବାର୍ ସାଙ୍ଗେ ପ୍ରତିବାଦ କରିଥିଲେ କଂଗ୍ରେସ୍ କର୍ମୀ ଆରୁ ବିଧାୟକ,ରାତି ସାରା ଧାରଣା ରେ ବସବାର ଲାଗି ଜୟପୁର ବିଧାୟକ ତାର ପ୍ରସାଦ ବାହିନୀପତି ଅସୁସ୍ଥ ହେଇପଡିଥିବାର ସୂଚନା ।

ସରକାର ଆମର କଥା କେ ନାଇ ସୁନି କରି ଆମକେ ବିନାଦୋଷ ରେ ଗୃହ ନୁ ନିଲମ୍ବିତ କରିଛେ ଆମକେ ନ୍ୟାୟ ଦରକାର କହିଲେ ବାହୀନିପତି ।

ପିସିସି ସଭାପତି ଭକ୍ତ ଚରଣ ଦାସ୍, ନିରଞ୍ଜନ ପଟ୍ଟନାୟକ,ନରସିଂହ ମିଶ୍ର ଆମକେ ଦେଖାକରଵାର ଲାଗି ଆସିଥିଲେ ହେଲେ ତାହାକୁ ପୋଲିସ ଦେଖାକରଵାର କେ ନାଇ ଦେଇ ଥିବାର ଅଭିଯୋଗ କରିଛନ୍ ତାରା ।

ପୋଲିସ କଂଗ୍ରେସ କର୍ମୀ ଙ୍କୁ ମାଡ଼ ମାରବାର୍ ଅଭିଯୋଗ କରିଛନ୍ କଂଗ୍ରେସ ବିଧାୟକ ।

ଇ ସବୁ ଓଡ଼ିଶା ଇତିହାସ ରେ ପହେଲା କହିଲେ କଂଗ୍ରେସ ବିଧାୟକ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!