ଜୀବନଚର୍ଯ୍ୟାସ୍ପେସାଲ୍ ରିପୋର୍ଟ

ଜଙ୍ଗଲ କେ ଜୁଏ ଲଗାବାର ନୁ ବଚବାର ଲାଗି ଜଙ୍ଗଲ ବିଭାଗର ସଚେତନ ସଭା

ଜଙ୍ଗଲଥି ଜୁଏ ନାଇଁ ଲଗାବାକେ କହୁଛେ ବନ୍ ବିଭାଗ୍

ଲାଞ୍ଜିଗଡ଼,୦୮/୦୩(ମୋର ସମୀୟା):ଇହାଦେ ଖରା ମାସ୍ ମୁଲ୍ ହେବାର ଉତାରୁ ଜଙ୍ଗଲ୍ ମାନକେ ଜୁଏ ଲାଗି ଜାଉଛେ ଜୁ୍ଏ କେ ଅଟକାବାର୍ ଲାଗି ଜଙ୍ଗଲ ବିଭାଗର୍ ଆଡ଼ୁ ସଚେତନ ସଭା ଟେ ହେଇଥିଲା। ଖରା ବଢ଼ବାର ଉତାରୁ ଆଦିବାସୀ ଉପାନ୍ତ ଅଞ୍ଚଲ୍ ମାନକେ ଗାଁଗାଁ ବୁଲି ଗୀତ ନାଚ ମାଧ୍ୟମଥି ସଚେତନ କରୁଛେ ଜଙ୍ଗଲବିଭାଗ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବେଡ଼ାଗାଁ ପଞ୍ଚାୟତ୍ ସିନ୍ଧିବାହାଳୀ ଗାଁନେ ଦେଖ୍ ବାକେ ମିଲିଥିଲା ଇ କାର୍ଯ୍ୟକ୍ରମ। ବିଶ୍ୱନାଥପୁର ବନାଞ୍ଚଳ ମୂଷାନାଲ ସେକସନ୍ ଆଡ଼ୁ ଜଙ୍ଗଲକେ ଜୁଏ ନୁ କେନ୍ତାକରି ରକ୍ଷା କରାଯାଇପାରବା ସେ ବାବଦରେ ଗୋଟେ ସଚେତନତା କାର୍ଯ୍ୟକ୍ରମଟେ ହେଇଥିବାର୍ ବେଲେ ଇଥିନେ ପରିବେଶର ସୁରକ୍ଷାର ଦିଗ୍ ଥି ଉପସ୍ଥିତ ଗାଁବାସୀ ମାନକେ ଜଣାବାର ସାଙ୍ଗେ ଜଙ୍ଗଲଥି ଜୁଏ ଲାଗବାର୍ ଦ୍ଵାରା ଆମର୍ ବହୁତଟେ କ୍ଷତି ହେବାର୍ ସାଙ୍ଗେ ବନ୍ୟଜନ୍ତୁମାନେ କେତେ ହଇରାଣ ହେଉଛନ୍,ଉଶୋ ଗଛ ପତର୍ ମରି ଯାଉଥିବାର୍,ଖରାର୍ ତାପମାତ୍ରା ବଢ଼ବାର୍,ବାୟୁମଣ୍ଡଳ ଦୂଷିତ୍ ହେବାର୍ ସାଙ୍ଗେ ଏନ୍ତା ଭିନ୍ ଭିନ୍ ସମସ୍ୟାର ସାମ୍ନା ହେବାକେ ପଡ଼ସି ବୋଲି ବୁଝେଇଥିଲେ। ଲୁକେ ଆହୁରି କେନ୍ତା ସହଜେ ବୁଝବେ ସେଥିର୍ ପାଇଁ ବି ନାଚ୍,ଗୀତ୍ ମାଧ୍ୟମରେ ଫିର୍ ଜଙ୍ଗଲଥି ଜୁଏ ଲାଗାବାର୍ ଦ୍ୱାରା ଆମର କାଣା କାଣା ମାନେ କ୍ଷତି ଘଟିଥିସି ସେଇଟା ଫେର୍ ବିସ୍ମୃତ୍ ଭାବେ ଲୁକକେ ସଚେତନତା କରାଯାଇଥିଲା ଆଉ ସଭକେ ଜଙ୍ଗଲକେ ଜୁଏ ନୁ ରକ୍ଷା କରବାର୍ ସାଙ୍ଗେ ସୁସ୍ଥ ପରିବେଶର ସଂରକ୍ଷଣ ପାଇଁ ଅନୁରୋଧ କରିଥିଲେ।ଇ ସଚେତନ୍ କାର୍ଯ୍ୟକ୍ରମଥି ମୂଷାନାଲ ସେକ୍ସନ୍ ବନପାଳ ଚିନ୍ତାମଣି ମାଝୀ,ମହେଶ କୁମାର ମହାପାତ୍ର, ନିରାକାର ଦଳପତି ଉପସ୍ଥିତ ରହିଥିବାର୍ ବେଲେ ମୂଷାନାଲ ସେକ୍ସନ୍ ର ସଭେ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!