ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁ ରେ ଟଙ୍ଗିଆ ରେ ସ୍ତ୍ରୀ କେ ହତ୍ୟା କଲା ସ୍ୱାମୀ।

ଘଟଣା ସ୍ଥଳରେ ପୋଲିସ ର ତଦନ୍ତ ଆରମ୍ଭ।

ବଲାଙ୍ଗିର;୨୩/୦୭(ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଚଟୁଅନକା ଗାଁ ର ମାଝୀପଡ଼ା ରେ ଜଘନ୍ୟ ହତ୍ୟା । ସ୍ତ୍ରୀ ର ଟଏଣ୍ଟ କାଟି ହତ୍ୟା କଲା ସ୍ଵାମୀ। ମାଝିପଡ଼ା ର ଦେବାର୍ଚ୍ଚନ ମାଝି ତାଙ୍କର ସ୍ତ୍ରୀ କିଆଫୁଲ ମାଝି ଙ୍କୁ ଆଜି ଘର୍ ପଛାଡେ ଟଙ୍ଗିଆ ରେ ଟଏଣ୍ଟ କାଟି ହତ୍ୟା କରିଥିବାର ଅଭିଯୋଗ । ଘଟଣା ସ୍ଥଳରେ ପହଞ୍ଚିଛେ କଣ୍ଟାବାଞ୍ଜି ପୋଲିସ । ପରିବାର ଲୋକ ଲିଖିତ ଅଭିଯୋଗ ପରେ ଘଟଣା ର ତଦନ୍ତ ମୁଲ କରିଛେ ପୋଲିସ୍ । ସ୍ତ୍ରୀ କେ ହତ୍ୟା କରିଥିବାର ଅଭିଯୋଗ କେ ନିଜେ ଖଣ୍ଡନ କରିଛନ୍ ସ୍ଵାମୀ। କିନ୍ତୁ ବର୍ତ୍ତମାନ ସୁଦ୍ଧା ବି ହତ୍ୟା ର କାରଣ ଅସ୍ପଷ୍ଟ ରହିଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!