ଜୀବନଚର୍ଯ୍ୟାତାଜା ଖବର
ପାଟଣାଗଡ଼ ପର୍ଶୁରାମ ଛକେ ଥିବାର ବିଜୁ ପଟ୍ଟନାୟକ ଙ୍କର ମୂର୍ତ୍ତି ରେ ଲଗେଇ ଦେଲେ ଯୁଏ ।
ଥାନା ରେ ଜଣେ ଅଟକ ।

ବଲାଙ୍ଗିର;୧୫/୦୪( ମୋର୍ ସମିୟା) ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ର ପର୍ଶୁରାମ ଛକେ ଥିବାର ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଙ୍କର ପ୍ରତିମୂର୍ତ୍ତି ରେ ଆଜି ସକାଳୁ ଜଣେ ଜୁଏ ଲଗେଇ ଦେଇଛନ । ପ୍ରତ୍ୟକ୍ଷଦର୍ଶୀ ଙ୍କର କହିବାର ହିସାବ ରେ ସେ ଜଣେ ମାନସିକ ରୋଗୀ । ପୋଲିସ ତାଙ୍କୁ ଅଟକ ରଖିଥିବାର ସୂଚନା । ବର୍ତ୍ତମାନ ସୁଦ୍ଧା ତାଙ୍କର୍ ପରିଚୟ ନାଇ ମିଲବାର ।
ପାଟଣାଗଡ଼ ର ପୂର୍ବତନ ବିଜେଡ଼ି ବିଧାୟକ ବିଜୁ ପଟ୍ଟନାୟକ ଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ଓ ବିଜୁ ଛକ ରେ ନାମିତ କରିଥିଲେ । କିନ୍ତୁ ପୂର୍ବରୁ ଇ ଛକ ର ନା ପର୍ଶୁରାମ ଛକ ରହିଥିଲା । ବ୍ରାହ୍ମଣ ସମାଜ ବିରୋଧ କରବାର ନୁ ପ୍ରତିମୂର୍ତ୍ତି କେ ଜରୀ ଥି ଢ଼ାପି ଦିଆଜାଇ ଥିଲା । ଆଜି ସେ ଜରି ପୁଡ଼ି ଯାଇଛେ ।
କିଏ ଓ କାଣା ହେଲା ଯେ ନିଆଁ ଲଗାଲା ପୋଲିସ କରୁଛେ ତଦନ୍ତ।