ଅପରାଧଜୀବନଚର୍ଯ୍ୟାତାଜା ଖବର
ଭେଣ୍ଡିଆ ପୁଓ କେ ମାରି କରି ତୁପି ଦେଲା ମା ।
ଭାଇ କେ ମାରବାର କେ ସହଯୋଗ କଲେ ଭାଇ ଭଉଣୀ।

ସମ୍ବଲପୁର;୧୯/୦୫(ମୋର୍ ସମିୟା) ସମ୍ୱଲପୁର ଜିଲ୍ଲା ଡ଼ଇଁଚା ଗାଁର୍ ଶେଷଦେବ ପ୍ରଧାନ ର ବଡ଼ ପୁଓ ବାଦଲ ପ୍ରଧାନ ଙ୍କର ମଲା ଦିହି ଉଦ୍ଧାର । ଘର୍ ସାମ୍ନା ରେ ମାଏଟ୍ ତଲୁ ୩ ଦିନ ପରେ ମଲା ଦିହି କେ ଉଦ୍ଧାର କଲା ରେଢ଼ାଖୋଲ ପୋଲିସ । ପୁଓ କେ ମାରି କରି ଘର୍ ସାମ୍ନା ରେ ଖାଲ କୁଡ଼ି ତୁପି କରି ଇଟା ଲଦି ଦେଇଥିଲେ ପରିବାର ଲୋକେ। ସହଯୋଗ କଲେ ୩ ଟା ବୁହେନ୍ ଆର୍ ଜଣେ ଭାଇ । ଇ ଘଟଣା ରେ ପୋଲିସ ମୃତକ ଙ୍କର ମା ଓ ଦୁଇ ଭଉଣୀ ସାଙ୍ଗେ ସାନ୍ ଭାଇ କେ ବି ଅଟକ ରଖିଛେ ପୋଲିସ। ଭଉଣୀ ମାନେ ଶାସ୍ ଘରୁ ମା ଘର୍ କେ ବୁଲି ଆସିଥିବାର ବେଲେ ଘରେ ଗାଲିଝଗର ଲାଗିଥିଲେ । ଘରୋଇ କଲି ନୁ ଏତେ ବଡ କାଣ୍ଡ ହେଇଥିବାର ସୂଚନା । ବର୍ତ୍ତମାନ ସୁଦ୍ଧା ପୋଲିସ ୮ ଜଣ କେ ଅଟକ ରଖିଥିବାର ଜଣାପଡ଼ିଛେ ।
ଘଟଣା ସ୍ଥଳରେ ସାଇନଟିଫିକ ଟିମ୍ ଓ ରେଢ଼ାଖୋଲ ପୋଲିସ ର ତଦନ୍ତ ଜାରି ।