ତାଜା ଖବରରାଜନୀତି

ନୂଆପଡା ମୁଖ୍ୟ ଚିକିତ୍ସାଳୟ ର ୫ ମହଲା ଛାତରୁ ଡେଗି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ।

୫ ମାସ ଦରମା ନାଇ ମିଲବାର ନୁ ଆତ୍ମହତ୍ୟା ।

ନୂଆପଡା;୦୩/୧୧(ମୋର୍ ସମିୟା) ନୂଆପଡା ମୁଖ୍ୟ ଚିକିତ୍ସାଳୟ ର ୫ ମହଲା ଛାତରୁ ଡେଗି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ। ୫ ମାସ ହେଲା ଦରମା ନାଇ ମିଲବାର ନୁ ଶେଷକେ କଲେ ଆତ୍ମହତ୍ୟା । ମୃତ ସିକ୍ୟୁରିଟି ଗାର୍ଡ ଜଣକ ହେଲେ ପଲାସାଗୁଡ଼ା ଗାଁର ଲଘୁତମ ସାହୁ। ଦରମା ୫ ମାସ ହେଲା ନାଇମିଲବାର ନୁ ଆର୍ଥିକ ସମସ୍ୟା ଲାଗି ଆତ୍ମହତ୍ୟା କରିଥିବାର ସନ୍ଦେହ ।
ଘଟଣା କେ ନିନ୍ଦାକରି ଦୋଷୀ ବିରୁଦ୍ଧ ରେ କଡ଼ା କାର୍ଯ୍ୟାନୁଷ୍ଠାନ, ପୀଡ଼ିତ ପରିବାର କେ କ୍ଷତି ପୂରଣ ଓ ସ୍ଵାସ୍ଥ୍ୟମନ୍ତ୍ରୀ ଙ୍କର ଇସ୍ତଫା ଦାବି ନେଇ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନା ରେ ଧାରଣା ଦେଇଥିଲେ ବିଜେଡ଼ି କର୍ମକର୍ତ୍ତା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!