ତାଜା ଖବରରାଜନୀତି

ବିଜେପୁର ରେ ବିଜେଡ଼ି କେ ବଡ଼ ଝଟକା ।

ବିଜେଡ଼ି ଶୂନ୍ୟ ହେଇଯିବ କହେଲେ ବିଜେପୁର ବିଧାୟକ।

ବରଗଡ଼;୨୧/୦୫(ମୋର୍ ସମିୟା) ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ରେ ବିଜେଡ଼ି କେ ଲାଗଲା ବଡ଼ ଝଟକା। ବିଜେପୁର ବ୍ଲକ ଚେୟାରମେନ ଅନାସ୍ତା ଭୋଟ କେ ନେଇକରି ହାରିଯାଇଛେ ବିଜେଡ଼ି। ବିଜେପୁର ବ୍ଲକ୍ ଚେୟାରମେନ ମୋତିରାମ୍ ସାହୁ ଙ୍କର ବିରୋଧ ପଞ୍ଚାୟତ ସମିତି ର ପାଖାପଖି ୩୨ ଜଣ ସଦସ୍ୟ ଅନାସ୍ତା ପ୍ରସ୍ତାବ ଆନଲା ପରେ ଭୋଟ ହେଇଥିଲା । ଭୋଟ ବେଲେ ସବୁ ସଦସ୍ୟ ବିଜେପି କେ ସମର୍ଥନ କରିଥିଲେ । ଫଳ ରେ ମୋତିରାମ ସାହୁ ହାରି ଯାଇଛନ୍।

ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ = ବିଜେପୁର ବ୍ଲକ କେ ଚେୟାରମେନ କେଭେ ନାଇ ଆସୁଥାଇ । ବିଜେଡ଼ି ସମିୟା ରେ ବ୍ୟାପକ ପିଶି କାରବାର୍, ନିମ୍ନ ମାନର କାମ୍ ଏନ୍ତା ଅନେକ ଅଭିଯୋଗ ଥିଲା । ସଭ୍ୟମାନେ ଉପ ଜିଲ୍ଲାପାଳ ଙ୍କର ଠାନେ ଅନାସ୍ତା ପ୍ରସ୍ତାବ ଆଗତ କରିଥିଲେ । ଅନାସ୍ତା ପ୍ରସ୍ତାବ ସପକ୍ଷ ରେ ୩୨ ଜଣ ଉପସ୍ଥିତ ଥିଲେ । ସେ ୩୨ ଜଣ ରୁ ୩୨ ଜଣ ଅନାସ୍ତା ପ୍ରସ୍ତାବ କେ ସମର୍ଥନ କରିଥିଲେ । ଗୁଟେ ବି ଭୋଟ ଅନାସ୍ତା ପ୍ରସ୍ତାବ ରେ ବିପକ୍ଷ ରେ ଭୋଟ ନାଇ ପଡ଼ଲା। ବିଜୁ ଜନତା ଦଳ ଦୁର୍ଦୀନ ଆରମ୍ଭ ହେଲା କହେଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।

ବିଜେପୁରୁ ବିଧାୟକ ସନତ ଗଡ଼ିତିଆ ୱିକେଟ୍ ଝଡ଼ଲା ବଲି ବିଜେଡ଼ି କେ କରିଥିଲେ ଟାର୍ଗେଟ। ଦିନୁ ଦିନ କେ ବରଗଡ଼ ଜିଲ୍ଲା ବିଜେଡ଼ି ଶୂନ୍ୟ ହେବା କହେଲେ ବିଧାୟକ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!