ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ବଲାଙ୍ଗିର ରେ ବନ୍ଦ ଘରୁ ଯୁବକ ଙ୍କର ଝୁଲନ୍ତା ମଲା ଦେହେ ଉଦ୍ଧାର ।
ଘଟଣା ସ୍ଥଳରେ ସଦର ପୋଲିସ ର ତଦନ୍ତ ।

ବଲାଙ୍ଗିର;୧୦/୧୨(ମୋର୍ ସମିୟା) ବଲାଙ୍ଗିର ଲୋୟର ସୁକତେଲ ମାଗୁରବେଡ଼ା କଲୋନୀ ରେ ବନ୍ଦ ଘରୁ ଜଣେ ଭେଣ୍ଡିଆ ପିଲା ର ଝୁଲନ୍ତା ମଲା ଦେହେ ଉଦ୍ଧାର । ମୃତ ଯୁବକ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଣେଇ ଅଞ୍ଚଳ ର ବଲି ଜଣା ପଡ଼ିଛେ । ଖବର ପାଇ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚିଥିବାର୍ ସୂଚନା । ଯୁବକ ହେଲେ ପପୁ ରଣା (୩୧) । ସେ ସୁକତେଲ ଡେମ୍ ରେ ଇଲେକ୍ଟ୍ରୀସିଆନ୍ ଭାବେ କାର୍ଯ୍ୟରତ ଥିଲେ । କେନ କାରଣ କେ ନେଇ ଯୁବକ ଜଣକ ଇ ଚରମ ନିଷ୍ପତି ନେଲେ ଏବେ ସୁଦ୍ଧା ଜଣା ନାଇପଡ଼ବାର । ଖବର ପାଇ ମାଗୁରବେଡ଼ା କଲୋନୀ ରେ ସଦର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛେ ।




