ତାଜା ଖବରଦେଶ ବିଦେଶ

ଭୁସଲିଗଲା ଖୋର୍ଦ୍ଧା – ବଲାଙ୍ଗିର ରେଲ ଟନେଲ। ନିମ୍ନ ମାନର କାମ ରୁ ଇ ଅବସ୍ଥା।

୩୦ ମିଟର ର ଖାଲ ହେଇଥିବାର ସୂଚନା ।

ବୌଦ୍ଧ;୨୬/୦୫(ମୋର୍ ସମିୟା) ଖୋର୍ଦ୍ଧା – ବଲାଙ୍ଗିର ବନାଚାଲି ଥିବାର ରେଲ ଟନେଲ ରେ ଘଟିଗଲା ବଢ଼େ ଟେ ଦୁର୍ଘଟଣା । ଭୁସଲିଯାଇଛେ ଟନେଲ । ଟନେଲ ଭୁସଲିଯିବାର ନୁ ୩୦ ମିଟର ର ଖାଲ୍ ହେଇଯାଇଛେ। ବୌଦ୍ଧ ଜିଲ୍ଲା ର ଆଡ଼େଣିଗଡ଼ ରେ ଥିବାର ରାଜ୍ୟ ର ସବୁନୁ ବଡ଼ ୪ କି.ମି. ଟନେଲ ଭୁସଲି ଯାଇଥିବାର ସୂଚନା । ନିମ୍ନ ମାନର କାମ ହେଇଥିବାର ନୁ ଆଜି ଇ ଅବସ୍ଥା ହେଇଥିବାର କୁହାଯାଉଛେ । ପ୍ରାଥମିକ ତଦନ୍ତ ନୁ ବର୍ଷା ହେବାର ନୁ ଇ ଘଟଣା ହେଇଥିବାର ସୂଚନା । ଲଘୁଚାପ ବର୍ଷା ରେ ଯଦି ଟନେଲ ର ଇ ଅବସ୍ଥା, ତାହେଲେ ବର୍ଷା ମାସେ କିମ୍ବା ଟ୍ରେନ୍ ଗଲେ ଟନେଲ ର ଅବସ୍ଥା ହେବା କାଣା ? କାମ କରବାର ଲାଗି ନେଇଥିବାର ଠିକାସଂସ୍ଥା ଏବେ ସୁଦ୍ଧା ମୁହୁ ନାଇ ଖୁଲିଥିବାର ବେଲକେ ଘଟଣା କେ ଚପେଇ ଦେବାର କେ ଚେଷ୍ଟା ଚଲେଇଛେ । ଖାଲ ହେଇଥିବାର ଜାଗା କେ ନିଶିଧାଞ୍ଚଳ ଘୋଷଣା କରାଯାଇଛେ ।

ଘଟଣା ଘଟବାର ପରେ ସବୁନୁ ବଡ଼ ପ୍ରଶ୍ନ ଉଠିଥିଲା, ଟନେଲ ଭିତରେ କେନସି ଶ୍ରମିକ ନାଇନ ତ ? କିନ୍ତୁ ବର୍ତମାନ ରେଲ ବିଭାଗ ପକ୍ଷ ନୁ ଗୁଟେ ଆଶ୍ୱସ୍ତି ର ଖବର ମିଲିଛେ। ଟନେଲ ଭିତରେ କେନସି ଶ୍ରମିକ ନାଇଥାଇ କି ଘଟଣା ରେ କିହେ ମୃତ କିମ୍ବା ଆହତ ନାଇ ହେଇ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!