ଜୀବନଚର୍ଯ୍ୟାତାଜା ଖବର

ଆଏବା କାଲି ବଲାଙ୍ଗିର ଗସ୍ତ ରେ ଆସୁଛନ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ର ବିଦ୍ୟାଳୟ ର କରବେ ଉଦଘାଟନ୍ ।

ବଲାଙ୍ଗିର;୧୮/୦୪(ମୋର୍ ସମିୟା) ୧୯ ତାରିଖ ବଲାଙ୍ଗିର ଜିଲ୍ଲା ଗସ୍ତ ରେ ଆସୁଛନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବହୁ ପ୍ରତିକ୍ଷୀତ ଟିଟିଲାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟ ର କରବେ ଉଦଘାଟନ । ଡିଏଭି କଲେଜ୍ ଖେଲ ପଡିଆ ରେ ହେଲିପେଡ ରେ ଉତ୍ରିବେ ଓ ଟିଟିଲାଗଡ଼ ବାସି ଦାବି କରି ଆସୁଥିବାର ବହୁ ପ୍ରତିକ୍ଷୀତ କେନ୍ଦ୍ର ବିଦ୍ୟାଳୟ ର ଉଦଘାଟନ କରବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ବଲାଙ୍ଗିର ଜିଲାପାଳ,ଏସପି, ଟିଟଲାଗଡ ବିଧାୟକ ନବୀନ ଜେନ ବୁଲି ସବୁ ଜିନିଷ ର ତଦାରଖ କରିଛନ୍ ।

ଟିଟିଲାଗଡ଼ ର ଅନେକ ଶିକ୍ଷା ପ୍ରେମୀ ଓ ସାଧାରଣ ଜନତା ଙ୍କର ମନେ ଖୁସି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

One Comment

Leave a Reply

Your email address will not be published. Required fields are marked *

Back to top button
error: Content is protected !!