ଅପରାଧତାଜା ଖବରଦେଶ ବିଦେଶ

ପୁଞ୍ଜିଲାଲ କେ ଚିଠି କରିଦେଲା କାଲ୍, ୭ ବଛର୍ ପରେ ନ୍ୟାୟ ପାଏଲେ କୁଟୁମ୍।

ହାତଲେଖା କରିଦେଲା ମୁଖ୍ୟ ପ୍ରମାଣ ।

ବଲାଙ୍ଗିର;୨୮/୦୫(ମୋର୍ ସମିୟା) ଆଜି ବଲାଙ୍ଗିର ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ଶଲ୍ ବୋମା ଘଟଣା ର ରାୟ ଦେଲେ ପାଟଣାଗଡ଼ ଏଡ଼ିଜେ କୋର୍ଟ । ଆଜୀବନ କାରାଦଣ୍ଡ ରେ ଦଣ୍ଡିତ ହେଲା ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଆଜୀବନ କାରାଦଣ୍ଡ ସାଙ୍ଗେ ୫୦ ହଜାର ଟଙ୍କା ର ଜରିମାନା ଲଗାଲେ କୋର୍ଟ । ୭ ବଛର୍ ଟାକବାର ଉତାରୁ ସୌମ୍ୟ ରଞ୍ଜନ ଙ୍କର କୁଟୁମ୍ କେ ମିଲା ନ୍ୟାୟ । ପୁଓ ତ ନାଇନ,କିନ୍ତୁ ପୁଓ କେ ଯାହାର ଲାଗି ହେରେଇ ଥିଲୁ ସେ ଆଜି ତ ଦଣ୍ଡ ପାଇଛେ ଆଜି ମୋର୍ ପୁଓ ର ଆତ୍ମା କେ ଶାନ୍ତି ମିଲିଥିବା କହିକରି ଛଲଛଲେଇ ଯେଇ ଥିଲା ମା,ବାପା ର ଆଖି ।

ଇ ଘଟଣା କେ ତଦନ୍ତ କରୁଥିବାର ସେତେବେଲର କ୍ରାଇମବ୍ରାଞ୍ଚ ଆଇଜି ବଖାଣି ଥିଲେ ପୁଞ୍ଜିଲାଲ କେ ଦୋଷୀ ବଲି ପଗଡିବାର ରହସ୍ୟ । ପାର୍ଶଲ୍ ବୋମା ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବାର ପୁଞ୍ଜିଲାଲ ଏତେ ଚତୁରତା ସାଙ୍ଗେ କାମ କରିଥିଲା ଜେ ଗୁଟେ ବି ସୁରାଗ ନାଇ ଛାଡ଼ିଥାଇ ପୋଲିସ ଲାଗି। କିନ୍ତୁ ସବୁ ଚତୁରତା ମାରିଥିଲା ଫେଲ୍,ପୁଞ୍ଜିଲାଲ ର ଗୁଟେ ଚିଠି କରିଦେଇ ଥିଲା ପୁଞ୍ଜିଲାଲ କେ କାଲ୍। ନିଜକେ ବହୁତ୍ ଚାଲାକ ଭାବି କରି ଚିଠି ଲେଖିଥିଲା ଏସପି ନିକେ ଆଉ ସେ ଚିଠି ହିଁ ତାହାକେ ପଡ଼ିଥିଲା ଭାରି । ସେତେବେଲର କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଙ୍କର ହାତେ ଲାଗିଥିଲା ଚିଠି । ତାର ଚିଠି ଲେଖବାର ଶୈଳୀ ଥିଲା ବହୁତ୍ ଉଚ୍ଚକୋଟୀର । ଜେନଟା ଖାଲି ଜଣେ ଇଂରାଜୀ ଦକ୍ଷତା ଥିବାର ବ୍ୟକ୍ତି ହିଁ ଲେଖି ପାରବା । ପୁଞ୍ଜିଲାଲ କେ କିହେ ସନ୍ଦେହ ନାଇ କରିଥିଲେ ବି ଆମେ ଧରିଥିଲୁ ଆର୍ ବୋମା ଡେମୋ ଦେଖାବାର୍ ତକ୍ ନେଇଥିଲୁ କେହେଲେ ବୋଥ୍ରା । ଘଟଣା ର କୀହେ ପ୍ରତ୍ୟକ୍ଷ ସାକ୍ଷୀ ନାଇଥିଲେ,ଜେନ ଟା ଥିଲା କ୍ରାଇମବ୍ରାଞ୍ଚ ଲାଗି ଗୁଟେ ବଢ଼େ ଟେ ଚାଲେଞ୍ଜ। ପୁଞ୍ଜିଲାଲ ମାମଲା ରେ ଫୋରେନସିକ ପ୍ରମାଣ କରିଥିଲା ମୁଖ୍ୟ ଭୂମିକା । ବୋମା ବନେଇ ଥିବାର ଅଠା, ଏନଭଲପ୍, ବମ୍ ନୁ ବାରୁଦ ବାହାର୍ କରି ଫିକି ଥିବାର ଛୁଲକା କରିଦେଇଥିଲା ପୁଞ୍ଜିଲାଲ କେ ଦୋଷୀ । ପୁଞ୍ଜିଲାଲ ର ଘରେ ରେଡ଼ ମାରବାର ସମିୟା ରେ ଘରର୍ ଡ଼ଷ୍ଟବିନ ନୁ ମିଲିଥିଲା ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ଯ। ପୁଞ୍ଜିଲାଲ ଚିଠି ଲେଖିଥିବାର ଲେପଟପ୍ ନୁ ବି ମିଳିଥିଲା ସମାନ ଚିଠି ଜେନଟାକି ତଦନ୍ତ କେ ଆର୍ ସହଜ କରବାର ସାଙ୍ଗେ କ୍ରାଇମବ୍ରାଞ୍ଚ୍ ହାତେ ଲାଗିଥିଲା ବିରାଟ ପ୍ରମାଣ ।

କୋର୍ଟ ର ରାୟ ରେ ଆମର ଟିମ୍ ବହୁତ୍ ଖୁସି କହେଲେ ଅରୁଣ ବୋଥ୍ରା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!